Odisha Krushi

ସବଜୀ / ସିମଳା ଲଙ୍କା (Capsicum)

ଆମ ରାଜ୍ୟରେ ସବଜୀ ଲଙ୍କାର ଚାହିଦା ବଢୁଅଛି । ସହର ଅଞ୍ଚଳରେ ଓ ବଡ଼ ବଡ଼ ହୋଟେଲମାନଙ୍କରେ ଏହି ଲଙ୍କାରୁ ନାନା ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଉଅଛି । ଏହା ସୁସ୍ଵାଦୁ ଓ ରୁଚିକର । ସବଜୀ ଲଙ୍କାରେ ସାଧାରଣତଃ ଭିଟାମିନ୍ ଏ, ବି ଓ ସି ଯଥେଷ୍ଟ ପରିମାଣରେ ଥାଏ । ଏହା ବ୍ୟତୀତ ପ୍ରୋଟିନ୍ ଓ ଚୂନ ମଧ୍ୟ ରହି ଥାଏ । ଅନେକ ଚାଷୀ ସଜୀ ଲଙ୍କା ଚାଷ କରି ବେଶ୍ ଲାଭବାନ ହେଉଥିବାର […]

ସବଜୀ / ସିମଳା ଲଙ୍କା (Capsicum) Read More »

ବିଲାତିବାଇଗଣ (Tomato) ର ତଳି ପ୍ରସ୍ତୁତି …

Previous Next ବିଲାତି ବାଇଗଣ ବା ଟମାଟୋ ରେ ପୁଷ୍ଟିସାର, ଶ୍ୱେତସାର ଛଡା କ୍ୟାଲସିଅମ, ମ୍ୟାଗ୍ନେସିଅମ, ଲୌହ, ଫସ୍‌ଫରସ୍ ଆଦି ଧାତବ ଲବଣ ମଧ୍ୟ ରହିଥାଏ । ଏଥିସହିତ ଭିଟାମିନ୍ ଏ, ବି, ସି ମଧ୍ୟ ବିଲାତିବାଇଗଣରେ ରହିଥାଏ। ବିଲାତିବାଇଗଣ ଏକ ଶୀତଦିନିଆ ଫସଲ । କିନ୍ତୁ ଆମର ପାହାଡ଼ିଆ ଅଞ୍ଚଳରେ ବର୍ଷାଦିନେ ମଧ୍ୟ ଏହା ଚାଷ କରାଯାଇପାରେ । ପୁରୀ, ଗଞ୍ଜାମ, ବାଲେଶ୍ୱର, କଟକ ପ୍ରଭୃତି ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷାଦିନେ ଲଗାଇଲେ ଏଥିରେ ଫୁଲ ଧରେ ।

ବିଲାତିବାଇଗଣ (Tomato) ର ତଳି ପ୍ରସ୍ତୁତି … Read More »

ଭୂଇଁ ନିମ୍ବ (Andrograhis Paniculata )

ଭୁଇଁନିମ୍ବ ଭାରତୀୟ ଜଳବାୟୁ ରେ ପ୍ରାକୃତିକ ଭାବରେ ଦେଖାଯାଉଥିବା ଏକ ବହୁପୋଯୋଗୀ ଔଷଧୀୟ ଗୁଳ୍ମ । ଏହି ଗଛର ସମସ୍ତ ଅଂଶ ପିତା ଲାଗେ ଓ ସମସ୍ତ ଅଁଶ କୁ ଔଷଧିୟ ରୂପେ ବ୍ୟବହାର କରାଯାଏ, ସମସ୍ତ ଅଂଶରୁ ଆର୍ୟୁବେଦିକ ଔଷଧ ପ୍ରସ୍ତୁତ କରାଯାଏ। ଦେଶୀୟ ଚିକିତ୍ସାରେ ସାଧାରଣ ଲୋକମାନେ ବହୁ ପ୍ରାଚୀନ କାଳରୁ ବ୍ୟବହାର କରିଆସୁଛନ୍ତି । ଆଧୁନିକ ଚିକିତ୍ସାରେ ଯକୃତ ସମ୍ବନ୍ଧୀୟ ରୋଗର ଉପଚାର କ୍ଷେତ୍ରରେ ଏହାର ବହୁଳ ଉପଯୋଗୀତା ଦୃଷ୍ଟିରୁ ଏହାର ଚାହିଦା

ଭୂଇଁ ନିମ୍ବ (Andrograhis Paniculata ) Read More »

ଗ୍ଲାଡିଓଲସ୍ (Gladiolus) ଫୁଲ ଚାଷ

Previous Next ଗ୍ଳାଡିଓଲସ ନାମଟି ଲାଟିନ ଶବ୍ଦ ଗ୍ଲୋଡିୟସ ରୁ ଆସିଅଛି ଯାହାର ଅର୍ଥ ତଲୱାର ହୋଇଥାଏ l କାରଣ ଏହାର ପତ୍ରର ସ୍ୱରୂପ ଖଣ୍ଡା ଭଳି ହୋଇଥାଏ l ଏହାକୁ ଫୁଲମାନଙ୍କର ରାଣୀ ବୋଲି ମଧ୍ୟ କୁହାଯାଏ l ଓଡ଼ିଶାରେ ‘ଗ୍ଲଡିଓଲସ୍’ ଫୁଲର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଲଗାଯାଇଥବା ଫସଲରେ ଫୁଲ ଭଲ ହୁଏ । ବୁକେ, ଘରସାଜସଜା, ଉତ୍ସବଗୁଡିକରେ ଫୁଲର ବେଶ ଆଦର

ଗ୍ଲାଡିଓଲସ୍ (Gladiolus) ଫୁଲ ଚାଷ Read More »

ଜୈବିକ ସାର ନିଳହରିତ ଶୈବାଳ (Blue Green Algae)

ଆଜୋଲା ପରି ନୀଳହରିତ ଶୈବାଳ ଏକ ଶିଉଳି ଜାତୀୟ ପଦାର୍ଥ । ଏହା ଏକ ଉତ୍କୃଷ୍ଟ ଯବକ୍ଷାରଜାନ ସଂଯୋଗକାରୀ ଜୈବସାର । ଏହା ମାଟିରେ ଯବକ୍ଷାରଜାନ ସଂଯୋଗ କରିବା ସହିତ ମାଟିକୁ ଯଥେଷ୍ଟ ଜୈବିକ ପଦାର୍ଥ ଯୋଗାଇଥାଏ । ସାଧାରଣତଃ ଧାନ ଫସଲରେ ଏହାର ବ୍ୟବହାର କରାଯାଏ । ନୀଳହରିତ୍ ଶୈବାଳର ଉପକାରିତା: ନୀଳହରିତ ଶୈବାଳ ପ୍ରୟୋଗ କଲେ ଜମିକୁ ଯଥେଷ୍ଟ ଜୈବିକ ସାର ମିଳେ । ପ୍ରଦୂଷଣମୁକ୍ତ ଚାଷ ଫସଲର ଗୁଣାତ୍ମକ ମାନ ବୃଦ୍ଧି ତଥା ସ୍ୱଳ୍ପ

ଜୈବିକ ସାର ନିଳହରିତ ଶୈବାଳ (Blue Green Algae) Read More »

Language»
error: Content is protected !!