ମେଥି (Fenugreek)ଚାଷ ଓ ତାର ଔଷଧିୟ ଗୁଣ….
ମେଥି ଏକ ଶୀତଦିନିଆ ଫସଲ । ମେଥି ର ବ୍ୟବହାର ପ୍ରତିଦିନ କଲେ ସ୍ୱାସ୍ଥ୍ୟ ପାଇଁ ବହୁ ହିତକର ହୋଇଥାଏ । ମେଥି ର ବ୍ୟବହାର— ରୋଷେଇରେ ମେଥିକୁ ମୁଖ୍ୟତଃ ତିନି ପ୍ରକାରରେ ପ୍ରୟୋଗ କରାଯାଏ : ଜଡ଼ିବୁଟି (ଶୁଖିଲା ପତ୍ର ବା ସଜ ପତ୍ର) ଭାବରେ, ମସଲା (ମଞ୍ଜି) ଭାବରେ ଆଉ ପରିବା/ଶାଗ (ସଜ ପତ୍ର, ଗଜା ମେଥି) ଭାବରେ। ମେଥିପତ୍ରକୁ ଶାଗ ହିସାବରେ ବ୍ୟବହାର କରାଯାଏ ଏବଂ ମଞ୍ଜିକୁ ତରକାରୀ, ଡାଲି ଓ ବିଭିନ୍ନ ବ୍ୟଞ୍ଜନରେ ଛୁଙ୍କ ଦେଲାବେଳେ ରନ୍ଧା […]
ମେଥି (Fenugreek)ଚାଷ ଓ ତାର ଔଷଧିୟ ଗୁଣ…. Read More »

