ପିପ୍ପଳୀମୂଳା ଚାଷ
ପିପ୍ପଳି ମୂଳା ଏକ ଲତାଜାତୀୟ ଔଷଧୀୟ ବନସ୍ପତି ।ଭାରତର ଅନେକ ସ୍ଥାନରେ ପିପ୍ପଳି ମୂଳା ଚାଷ କରାଯାଏ। ବର୍ତ୍ତମାନ ଏହା ଓଡିଶା ରେ ବହୁଳ ପରିମାଣରେ ଚାଷ କରାଯାଉଛି ।ଏହାର ବହୁ ଔଷଧୀୟ ଗୁଣ ଯୋଗୁଁ ଆୟୁର୍ବେଦିକ ଔଷଧ ରେ ବହୁଳ ଭାବରେ ଉପଯୋଗ ହୁଏ ।ଆଉ ମଧ୍ୟ ମସଲା ପ୍ରସ୍ତୁତିରେ ବ୍ୟବହାର ହୁଏ। ପିପ୍ପଳିମୂଳା ର ଔଷଧିୟ ଗୁଣ ହେଲା – କଫ, ବାତ ଶାମକ, ଉତ୍ତେଜକ, ଅଗ୍ନିବର୍ଦ୍ଧକ , କୃମିନାଶକ ଓ ଦୁର୍ଗନ୍ଧନାଶକ ଅଟେ […]