ଛୋଟ କୃଷି ଯନ୍ତ୍ରପାତିର ମୂଲ୍ୟ ଏବଂ ସବସିଡି

କିଣିବା ଗାଇଡଲାଇନ ପାଇଁ ଏଇଠାରେ କ୍ଲିକ କରନ୍ତୁ 

 ସବ୍‌ସିଡିର ଶ୍ରେଣୀବିଭାଗ

  • ୪୦% ସବ୍‌ସିଡି: ସାଧାରଣ ବର୍ଗର (General Category) ଚାଷୀଙ୍କ ପାଇଁ।
  • ୫୦% ସବ୍‌ସିଡି: ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), କ୍ଷୁଦ୍ର, ନାମମାତ୍ର ଏବଂ ମହିଳା ଚାଷୀଙ୍କ ପାଇଁ।
  • ୭୫% ସବ୍‌ସିଡି: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (WSHGs) ପାଇଁ।

କ୍ରମିକ ସଂଖ୍ୟାଯନ୍ତ୍ରପାତିର ନାମହିତାଧିକାରୀ (ଚାଷୀ)ଙ୍କ ପାଇଁ ବିକ୍ରୟ ମୂଲ୍ୟ
1ରୋଟାରୀ ପେଗ୍ ଉଇଡର୍ (ଘାସ ବାଛିବା ଯନ୍ତ୍ର)1468.00
2ହୁଇଲ୍ ଫିଙ୍ଗର୍ ଉଇଡର୍1585.00
3ଉନ୍ନତ ହାତ ଚାଳିତ ଉଇନୋଅର୍ (ଧାନ ଉଡ଼ା ପଙ୍ଖା)6495.00
4ଚ୍ୟାନେଲ୍ ଫ୍ରେମ୍ ସହିତ IADP ପଡଲର୍6130.00
5ମାଣ୍ଡଭା ସିଙ୍ଗଲ୍ ରୋ ଉଇଡର୍
(ଗୋଟିଏ ଧାଡ଼ିଆ ଘାସ ବାଛିବା ଯନ୍ତ୍ର)
1510.00
6କୋନୋ ଉଇଡର୍2062.00
7ପାରବଏଲିଂ ୟୁନିଟ୍ (ଧାନ ସିଝା ଯନ୍ତ୍ର)6544.00
8ପେଡାଲ୍ ପ୍ୟାଡି ଥ୍ରେସର୍ (ପାଦ ଚାଳିତ ଧାନ ବାଡ଼େଇବା ଯନ୍ତ୍ର)9293.00
9ସୀଡ୍ ଟ୍ରିଟିଂ ଡ୍ରମ୍ (ବିହନ ବିଶୋଧନ ଡ୍ରମ୍)5226.00
10ମାନୁଆଲ୍ ସୁଗାରକେନ୍ ବଡ୍ ଚିପର୍
(ଆଖୁ ଆଖି କାଟିବା ଯନ୍ତ୍ର)
4544.00
11ଇମ୍ପ୍ଲିମେଣ୍ଟ ଫ୍ୟାକ୍ଟ୍ରି ପମ୍ପ (LLHP)7588.00
128 ରୋ ମାର୍କର୍ (୮ ଧାଡ଼ିଆ ଚିହ୍ନଟକାରୀ)2760.00
13ମାନୁଆଲ୍ ଗ୍ରାଉଣ୍ଡନଟ୍ ଡେକୋର୍ଟିକେଟର୍
(ଚିନାବାଦାମ ଚୋପା ଛଡ଼ା ଯନ୍ତ୍ର)
4118.00
14ମିନି ଡାଲ୍ ମିଲ୍ (1 HP CG ମୋଟର ସହିତ)47554.00
15ମିନି ଡାଲ୍ ମିଲ୍ (1 HP ଲୁବି ମୋଟର ସହିତ)46936.00
16ମଲ୍ଟିଲକ୍ରପ୍ ଥ୍ରେସର୍ ସହିତ ଫ୍ୟାନ ଉଇନୋଅର୍
(1 HP CG ମୋଟର)
28896.00
17ମଲ୍ଟିଲକ୍ରପ୍ ଥ୍ରେସର୍ ସହିତ ଫ୍ୟାନ ଉଇନୋଅର୍
(1 HP ଲୁବି ମୋଟର)
28316.00
18ପାୱାର ପ୍ୟାଡି ଗ୍ରେଡର୍  କ୍ଲିନର୍ (2 HP CG ମୋଟର)
81316.00
19ପାୱାର ପ୍ୟାଡି ଗ୍ରେଡର୍  କ୍ଲିନର୍ (2 HP ଲୁବି ମୋଟର)
81560.00
20ଚିନାବାଦାମ ଚୋପା ଛଡ଼ା ଏବଂ ସଫା କରିବା ଯନ୍ତ୍ର
(1 HP CG ମୋଟର)
26594.00
21ଚିନାବାଦାମ ଚୋପା ଛଡ଼ା ଏବଂ ସଫା କରିବା ଯନ୍ତ୍ର
(1 HP ଲୁବି ମୋଟର)
25976.00
22ଆଖୁ ଆଖି କାଟିବା ଯନ୍ତ୍ର (0.5 HP CG ମୋଟର)14734.00
23ଆଖୁ ଆଖି କାଟିବା ଯନ୍ତ୍ର (0.5 HP ଲୁବି ମୋଟର)15180.00
24ଧାନ ବାଡ଼େଇବା ଏବଂ ଉଡ଼ାଇବା ପଙ୍ଖା ଯନ୍ତ୍ର
(1 HP CG ମୋଟର)
29834.00
25ଧାନ ବାଡ଼େଇବା ଏବଂ ଉଡ଼ାଇବା ପଙ୍ଖା ଯନ୍ତ୍ର
(1 HP ଲୁବି ମୋଟର)
29273.00
26ବଳଦ ଟଣା ଏମ.ବି. ଲଙ୍ଗଳ1231.00
27ବଳଦ ଟଣା ପଡଲର୍10052.00
28ଗୋଟିଏ ଧାଡ଼ିଆ ବିହନ ଏବଂ ସାର ବୁଣା ଯନ୍ତ୍ର4204.00
29ବଳଦ ଟଣା ୫ ଧାଡ଼ିଆ ବିହନ ବୁଣା ଯନ୍ତ୍ର25038.00
30୮ ଧାଡ଼ିଆ ଡ୍ରମ୍ ସୀଡର୍ (ବିହନ ବୁଣା ଡ୍ରମ୍)17253.00
31ସାଇକେଲ୍ ଉଇଡର୍ (M/S ସାଇଶକ୍ତି)2606.00
32ହାତ ଚାଳିତ ମକା ଛଡ଼ା ଯନ୍ତ୍ର (M/S ସାଇଶକ୍ତି)2217.00
33ସାଇକେଲ୍ ଉଇଡର୍ (M/S ସୁବାଷ ଆଇରନ୍)2606.00
34ପେଡାଲ୍ ପମ୍ପ (PEP) (M/S ସବୁଜବର୍ଣ୍ଣ)10055.00
35ଧାନ ବାଡ଼େଇବା ଏବଂ ଉଡ଼ାଇବା ପଙ୍ଖା ଯନ୍ତ୍ର (1 HP CG ମୋଟର) (M/S ଆନନ୍ଦ ଇଞ୍ଜିନିୟରିଂ)30555.00
36କୋଦାଳ/ଟ୍ରେଞ୍ଚ ହୋ (ବେଣ୍ଟ ସହିତ)320.00
37କୋଦାଳ/ଟ୍ରେଞ୍ଚ ହୋ (ବେଣ୍ଟ ବିନା)260.00
38ଗାର୍ଡେନ ରେକ୍ (ବେଣ୍ଟ ସହିତ)320.00
39ଗାର୍ଡେନ ରେକ୍ (ବେଣ୍ଟ ବିନା)250.00
40ଆଖୁ ଛେଲିବା ଯନ୍ତ୍ର370.00
41ହାଣ୍ଡ ରିଜର୍ (ବେଣ୍ଟ ସହିତ)410.00
42ହାଣ୍ଡ ରିଜର୍ (ବେଣ୍ଟ ବିନା)340.00
43Secateurs (ଡାଳ କଟା କାତି)390.00
44ନଡ଼ିଆ କାତି/ଛେଲିବା ଯନ୍ତ୍ର650.00
45Storage bin (୧୧୦ କିଗ୍ରା କ୍ଷମତା ବିଶିଷ୍ଟ)1635.00
46Storage bin (୨୨୦ କିଗ୍ରା କ୍ଷମତା ବିଶିଷ୍ଟ)2220.00
47କଲମୀ ଛୁରୀ (Budding Knife)370.00
48ଆମ୍ବ ତୋଳା ଯନ୍ତ୍ର355.00
AgriChat mobile app. A friend for Farmer student Businessman, NGOs, and experts. Please downloa from playstore and use it.

Leave a Comment

Your email address will not be published. Required fields are marked *

Language»
error: Content is protected !!