ସୁପାରିଶ କରାଯାଇଥିବା କୀଟନାଶକ, ପୋକମାରା ଔଷଧ, ପୋଷକ ତତ୍ତ୍ୱ, ସାର, ଫାନ୍ଦ ଇତ୍ୟାଦି
ଏହି ପୋଷ୍ଟରେ ଫସଲର ବିଭିନ୍ନ ରୋଗ ଓ ପୋକ ପାଇଁ ସଠିକ୍ କୀଟନାଶକ, ପୋକମାରା ଔଷଧ, ମାଟି ପାଇଁ ବିଭିନ୍ନ ପୋଷକ ତତ୍ତ୍ୱ, ସାର ଓ ଖତ, ବିଭିନ୍ନ ପ୍ରକାରର ଫାନ୍ଦ, ଜୈବିକ ନିୟନ୍ତ୍ରଣ ଇତ୍ୟାଦି ବିଷୟରେ ବୈଜ୍ଞାନିକ ଙ୍କ ଅନୁମୋଦନ ଦିଅ ଯାଇଛି । ଆପଣଙ୍କୁ ଏହି ପୋଷ୍ଟଟି କିପରି ଲାଗିଲା, ନିଶ୍ଚୟ କମେଣ୍ଟ୍ କରି ଜଣାନ୍ତୁ ଏବଂ ଅଧିକ କୃଷି ସମ୍ବନ୍ଧୀୟ ଜ୍ଞାନ ପାଇଁ ପେଜ୍କୁ ଫଲୋ କରନ୍ତୁ!
ସୁପାରିଶ କରାଯାଇଥିବା କୀଟନାଶକ, ପୋକମାରା ଔଷଧ, ପୋଷକ ତତ୍ତ୍ୱ, ସାର, ଫାନ୍ଦ ଇତ୍ୟାଦି Read More »

