Agriculture

ରସୁଣ ଚାଷ

ରସୁଣ ମସଲା ଜାତୀୟ ଫସଲ ଭିତରେ ପ୍ରଧାନ ସ୍ଥାନ ଅଧିକାର କରିଅଛି । ଏହା ଭାରତର ପ୍ରାୟ ସବୁ ପ୍ରଦେଶରେ ଚାଷ କରାଯାଇଥାଏ । ମସଲା ହିସାବରେ ଯଦିଓ ରସୁଣ ମୁଖ୍ୟତଃ ବ୍ୟବହାର ହୋଇଥାଏ, ତଥାପି ଅନେକ ପ୍ରକାରର ରୋଗର ଉପଶମ ପାଇଁ ମଧ୍ୟ ରସୁଣ ବ୍ୟବହାର କରା ଯାଇ ଥାଏ । ଡାକ୍ତ ରମାନଙ୍କ ମତରେ ରସୁଣର ଜୀର୍ଣ୍ଣ କରିବାର ଗୁଣ ରହିଅଛି । ମହୀଶୁରଠାରେ ଥିବା କେନ୍ଦ୍ରୀୟ ଖାଦ୍ୟ  ଗବେଷଣା କେନ୍ଦ୍ର, ରସୁଣର ବିଭିନ୍ନ […]

ରସୁଣ ଚାଷ Read More »

କପା ଚାଷ

ଆମ ରାଜ୍ୟ ଓଡ଼ିଶାର କପା ଏକ ମୁଖ୍ୟ ତନ୍ତୁ ଜାତୀୟ ଫସଲ । ଖରିଫ୍ ଋତୁରେ ଜମିରେ ଏହି ଫସଲ ବ୍ୟବସାୟିକ ଭିତ୍ତିରେ ଚାଷ କରିଥାନ୍ତି । ଆମ ରାଜ୍ୟରେ ମୁଖ୍ୟତଃ ୪/୫ଟି ଜିଲ୍ଲାରେ କପାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରିଥାନ୍ତି କିନ୍ତୁ ଆମର ହାରାହାରି ଅମଳ ସର୍ବଭାରତୀୟ ସ୍ତରର ଅମଳ ଠାରୁ ବହୁତ କମ୍ ।କପା ଫସଲ ପାଇଁ ବିଶେଷ କରି ଉଷ୍ମ ଜଳବାୟୁ ଅତ୍ୟନ୍ତ ଅନୁକୂଳ । ସ୍ୱଳ୍ପ ବୃଷ୍ଟିପାତ ଏବଂ ୨୦-୪୦ ଡିଗ୍ରୀ

କପା ଚାଷ Read More »

Language»
error: Content is protected !!