Odisha Krushi

ରସୁଣ ଚାଷ

ରସୁଣ ମସଲା ଜାତୀୟ ଫସଲ ଭିତରେ ପ୍ରଧାନ ସ୍ଥାନ ଅଧିକାର କରିଅଛି । ଏହା ଭାରତର ପ୍ରାୟ ସବୁ ପ୍ରଦେଶରେ ଚାଷ କରାଯାଇଥାଏ । ମସଲା ହିସାବରେ ଯଦିଓ ରସୁଣ ମୁଖ୍ୟତଃ ବ୍ୟବହାର ହୋଇଥାଏ, ତଥାପି ଅନେକ ପ୍ରକାରର ରୋଗର ଉପଶମ ପାଇଁ ମଧ୍ୟ ରସୁଣ ବ୍ୟବହାର କରା ଯାଇ ଥାଏ । ଡାକ୍ତ ରମାନଙ୍କ ମତରେ ରସୁଣର ଜୀର୍ଣ୍ଣ କରିବାର ଗୁଣ ରହିଅଛି । ମହୀଶୁରଠାରେ ଥିବା କେନ୍ଦ୍ରୀୟ ଖାଦ୍ୟ  ଗବେଷଣା କେନ୍ଦ୍ର, ରସୁଣର ବିଭିନ୍ନ […]

ରସୁଣ ଚାଷ Read More »

ଜର୍ବେରା (Gerbera) ଫୁଲ ଚାଷ

ଓଡିଶାରେ ଆକର୍ଷଣୀୟ ଫୁଲ ଭାବରେ ଜର୍ବେରା ର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ଫୁଲତୋଡ଼ା ଓ ସାଜସଜ୍ଜାରେ ଏହାର ବହୁଳ ବ୍ୟବହାର କରାଯାଉଛି । ବ୍ୟବସାୟିକ ଚାଷ ପାଇଁ ଖୋଲା ସ୍ଥାନ ଅପେକ୍ଷା “ଗ୍ରୀନ୍ ହାଉସ୍” ବା ସବୁଜ ଗୃହରେ ଉନ୍ନତ ପ୍ରଣାଳୀରେ ଜଣେ ଜର୍ବେରା ଚାଷ କରି ବେଶ୍ ଲାଭବାନ ହୋଇପାରିବ ।ଆପଣ ଜର୍ବେରା ମଞ୍ଜି କୁ ବ୍ୟବହାର କରି ଚାଷ କରିପାରିବେ । ଜର୍ବେରା ଫୁଲ ର ମଞ୍ଜି ପାଇଁ link…https://amzn.to/3n60kiM ଟିସୁ

ଜର୍ବେରା (Gerbera) ଫୁଲ ଚାଷ Read More »

କପା ଚାଷ

ଆମ ରାଜ୍ୟ ଓଡ଼ିଶାର କପା ଏକ ମୁଖ୍ୟ ତନ୍ତୁ ଜାତୀୟ ଫସଲ । ଖରିଫ୍ ଋତୁରେ ଜମିରେ ଏହି ଫସଲ ବ୍ୟବସାୟିକ ଭିତ୍ତିରେ ଚାଷ କରିଥାନ୍ତି । ଆମ ରାଜ୍ୟରେ ମୁଖ୍ୟତଃ ୪/୫ଟି ଜିଲ୍ଲାରେ କପାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରିଥାନ୍ତି କିନ୍ତୁ ଆମର ହାରାହାରି ଅମଳ ସର୍ବଭାରତୀୟ ସ୍ତରର ଅମଳ ଠାରୁ ବହୁତ କମ୍ ।କପା ଫସଲ ପାଇଁ ବିଶେଷ କରି ଉଷ୍ମ ଜଳବାୟୁ ଅତ୍ୟନ୍ତ ଅନୁକୂଳ । ସ୍ୱଳ୍ପ ବୃଷ୍ଟିପାତ ଏବଂ ୨୦-୪୦ ଡିଗ୍ରୀ

କପା ଚାଷ Read More »

ଗୁଡମାରୀ

ରୋପଣ ପଦ୍ଧତି କେଉଁ ସମୟରେ କଲେ ଠିକ ହେବ ଜାଣିବା……ଫେବୃୟାରିରୁ ଅପ୍ରେଲ ମାସ ମଧ୍ୟରେ ମଞ୍ଜି ସଂଗ୍ରହ କରାଯାଏ ।ଜୁନ ମାସରେ ସବୁ ବାଲିରେ ମଞ୍ଜି ମିଶାଜାଇ ପଲିଥିନ ମୁଣାରେ ଲଗାଯାଏ । ଏହା ପୂର୍ବରୁ ପଲିଥିନ ମୁଣାରେ ଉପଯୁକ୍ତ ପରିମାଣଆରଆର କମ୍ପୋଷ୍ଟ ଖତ , ବାଲି ଓ ମାଟି ମିଶାଜାଇ ଭର୍ତ୍ତି କରାଯାଏ । ସାତରୁ ଦଶଦିନ ମଧ୍ୟରେ ଶତକଡା ୪୦ ଭାଗ ମଞ୍ଜି ଗଜା ବାହାରେ ଅଗ୍ରସ୍ଥ ୧୫-୨୦ ସେମି ରେ ଡାଳ କଟାଜାଇ

ଗୁଡମାରୀ Read More »

ଗିଲୋଇ ର ଚାଷ ଓ ଔଷଧୀୟ ଗୁଣ

ଆୟୁର୍ବେଦୀୟ ଚିକିତ୍ସାରେ ଗୁଳୁଚୀ ବା ଗିଲୋଇର ବ୍ୟବହାର ବହୁ ପ୍ରାଚୀନକାଳରୁ ହୋଇଆସୁଛି। ବର୍ଷା ଆରମ୍ଭ ହେବା ପରେ ଚାରା ଲଗେଇଲେ ଗଛ ଭଲରେ ବଢିଥାଏ ।ଗୁଳୁଚୀ ଏକ ବହୁବର୍ଷୀୟ , ଚିକ୍କଣିଆ, ମାଂସାଳ ଲତାଜାତୀୟ ଉଦ୍ଭିଦ । କରୋନା ସମୟରେ ଏହାର ଉପଯୋଗୀ ବହୁତ ରହିଛି ।ଏହାର ଅନେକ ଔଷଧୀୟ ଗୁଣ ରହିଛି ।ଏହାର କାଣ୍ଡ ,ଚେର,ପତ୍ର କୁ ଔଷଧ ରୂପେ ବ୍ୟବହାର କରାଯାଏ।ଗୁଳୁଚୀ କଟୁ , ଉଷ୍ଣ ତ୍ରିଦୋଷଘ୍ନ ରସାୟନ, ବଲ୍ୟ, ଜ୍ଵରହାର , ଦୀପନ,

ଗିଲୋଇ ର ଚାଷ ଓ ଔଷଧୀୟ ଗୁଣ Read More »

Language»
error: Content is protected !!