Odisha Krushi

ଜୈବିକ ସାର ନିଳହରିତ ଶୈବାଳ (Blue Green Algae)

ଆଜୋଲା ପରି ନୀଳହରିତ ଶୈବାଳ ଏକ ଶିଉଳି ଜାତୀୟ ପଦାର୍ଥ । ଏହା ଏକ ଉତ୍କୃଷ୍ଟ ଯବକ୍ଷାରଜାନ ସଂଯୋଗକାରୀ ଜୈବସାର । ଏହା ମାଟିରେ ଯବକ୍ଷାରଜାନ ସଂଯୋଗ କରିବା ସହିତ ମାଟିକୁ ଯଥେଷ୍ଟ ଜୈବିକ ପଦାର୍ଥ ଯୋଗାଇଥାଏ । ସାଧାରଣତଃ ଧାନ ଫସଲରେ ଏହାର ବ୍ୟବହାର କରାଯାଏ । ନୀଳହରିତ୍ ଶୈବାଳର ଉପକାରିତା: ନୀଳହରିତ ଶୈବାଳ ପ୍ରୟୋଗ କଲେ ଜମିକୁ ଯଥେଷ୍ଟ ଜୈବିକ ସାର ମିଳେ । ପ୍ରଦୂଷଣମୁକ୍ତ ଚାଷ ଫସଲର ଗୁଣାତ୍ମକ ମାନ ବୃଦ୍ଧି ତଥା ସ୍ୱଳ୍ପ […]

ଜୈବିକ ସାର ନିଳହରିତ ଶୈବାଳ (Blue Green Algae) Read More »

ଓଡ଼ିଶା ମାଟିର ବିଞ୍ଝାରପୁରୀ ଗାଈ

ଆମ ରାଜ୍ୟ ଓଡ଼ିଶାର ଆର୍ଥିକ ପ୍ରଗତିରେ ଗୋପାଳନର ଭୂମିକା ଅତୁଳନୀୟ । ଏହି ଗୋପାଳନ ଆଜି ର ଶିକ୍ଷିତ ଯୁବକ ଯୁବତୀ ଙ୍କ ପାଇଁ କର୍ମ ନିଯୁକ୍ତିର ଏକ ନୂତନ ସମ୍ଭାବନା ସୃଷ୍ଟି କରିଅଛି ଓଡ଼ିଶାର ଶତକଡ଼ା ୮୦ ଭାଗ ଚାଷୀ କ୍ଷୁଦ୍ର ଏବଂ ନାମମାତ୍ର। ସେମାନେ ଆଜିର ସମୟରେ ଚାଷପାଇଁ ଉପଲବ୍ଧ ଥିବା ଯାନ୍ତ୍ରିକ ଜ୍ଞାନ କୌଶଳ ଠାରୁ ବହୁ ଦୂରରେ। ବାଷୀଭାଇମାନେ ସିଧାସଳଖଭାବେ ଦେଶୀ ବଳଦମାନଙ୍କୁ ଜମିରେ ହଳ କରିବା ପାଇଁ ବ୍ୟବହାର କରିବା

ଓଡ଼ିଶା ମାଟିର ବିଞ୍ଝାରପୁରୀ ଗାଈ Read More »

ମହୁମାଛି ପାଳନ (Apiculture)

ମହୁମାଛି ଚାଷ ର ସମ୍ପୂର୍ଣ ବିବରଣୀ ଜାଣିବା…… ମହୁମାଛି ମାନଙ୍କୁ ବିଲରେ କିମ୍ବା ଘରେ ବାକ୍ସରେ ପାଳନ କରାଯ଼ାଇ ପାରେ I   ମହୁମାଛି ପାଳନ ପାଇଁ ଆବଶ୍ୟକୀୟ ଉପକରଣ ଫେଣା: ଏହା ଏକ ସାଧାରଣ ଲମ୍ବା ବାକ୍ସ ଯ଼ାହା ଉପରେ ଅନେକ ଛଡରେ ଢଙ୍କା ଯ଼ାଇଥାଏ. ବାକ୍ସର ଆକାର ଶହେ ସେମି ଲମ୍ବା, 45ସେମି ଚଉଡା ତଥା 25 ସେମି ଉଚ୍ଚତା ବିଶିଷ୍ଟ ହୋଇଥାଏ. ବାକ୍ସଟି 2 ସେମି ମୋଟା ହେବା ଆବଶ୍ୟକ ଓ ଏହାର

ମହୁମାଛି ପାଳନ (Apiculture) Read More »

ଔଷଧିୟ ଉଦ୍ଭିଦ ଚନ୍ଦ୍ରଶୂର ବା ହିମ୍ବଶାଗ (Common cress)

ଚନ୍ଦ୍ରଶୂର ବା ହିମ୍ବଶାଗ (Common cress)ଏକ ଔଷଧିୟ ଉଦ୍ଭିଦ….ଆମ ଦେଶର ଦେଶୀୟ ଚିକିତ୍ସା ପରମ୍ଫରାରେ ଚନ୍ଦ୍ରଶୂର ବା ହିମ୍ବଶାଗ ଅତି ପ୍ରାଚୀନ କାଳରୁ ବ୍ୟବହୃତ ହୋଇଆସୁଛି । ଏହା ବଳ ଓ ପୃଷ୍ଟିବର୍ଦ୍ଧକ ହେବା ସହ ଅନେକ ମାରାତ୍ମକ ରୋଗର ଚିକିତ୍ସାରେ ମଧ୍ୟ ଏହାକୁ ପ୍ରୟୋଗ କରାଯାଇଥାଏ । ଆୟୁର୍ବେଦ ଦ୍ରବ୍ୟଗୁଣ ଶାସ୍ତ୍ରରେ ଏହାକୁ ରସାୟନ , ବଳବର୍ଦ୍ଧକ , ଉତ୍ତେଜକ, ଦୁଗ୍ଧବର୍ଦ୍ଧକ, ଶୂଳହର ଏବଂ ବୀଜକର ଗୁଣ ଯୁକ୍ତ ଅଟେ । ଏହାର ବହୁମୁଖୀ ଔଷଧୀୟ

ଔଷଧିୟ ଉଦ୍ଭିଦ ଚନ୍ଦ୍ରଶୂର ବା ହିମ୍ବଶାଗ (Common cress) Read More »

ଗୋଲାପ ଫୁଲ ଗଛରେ ରୋଗ ପୋକ ନିୟନ୍ତ୍ରଣ

 ଫୁଲ ଗଛରେ ବିଭିନ୍ନ ପ୍ରକାର ପୋଷକ କୀଟ ମାନେ ଗଛ ପତ୍ରର ତଳ ଭାଗରେ ଅଥବା କାଣ୍ଡମାନଙ୍କରେ ମେଞ୍ଚା ମେଞ୍ଚା ହୋଇ ଲାଗିଥାନ୍ତି । ଏମାନେ ଗଛର ରସ ଶୋଷି ନଷ୍ଟ କରି ଗଛକୁ ରୁଗଣ କରିଦିଅନ୍ତି । ତେବେ ଏହି ରୋଗପୋକ ନିୟନ୍ତ୍ରଣ କରିବା ପାଇଁ ଜୈବିକ ଉପାୟ ରେ ଏବଂ ରାସାୟନିକ ଉପାୟ ପ୍ରୟୋଗ କରାଯାଏ। ଆସନ୍ତୁ ରୋଗ ପୋକ ନିୟନ୍ତ୍ରଣ ଉପରେ ଜାଣିବା… ରସାୟନିକ ଉପାୟରେ କୀଟ ନିୟନ୍ତ୍ରଣ ଯେଉଁମାନେ ବ୍ୟବସାୟିକ ଭିତ୍ତିରେ

ଗୋଲାପ ଫୁଲ ଗଛରେ ରୋଗ ପୋକ ନିୟନ୍ତ୍ରଣ Read More »

Language»
error: Content is protected !!