ଜର୍ବେରା (Gerbera) ଫୁଲ ଚାଷ

ଓଡିଶାରେ ଆକର୍ଷଣୀୟ ଫୁଲ ଭାବରେ ଜର୍ବେରା ର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ଫୁଲତୋଡ଼ା ଓ ସାଜସଜ୍ଜାରେ ଏହାର ବହୁଳ ବ୍ୟବହାର କରାଯାଉଛି । ବ୍ୟବସାୟିକ ଚାଷ ପାଇଁ ଖୋଲା ସ୍ଥାନ ଅପେକ୍ଷା “ଗ୍ରୀନ୍ ହାଉସ୍” ବା ସବୁଜ ଗୃହରେ ଉନ୍ନତ ପ୍ରଣାଳୀରେ ଜଣେ ଜର୍ବେରା ଚାଷ କରି ବେଶ୍ ଲାଭବାନ ହୋଇପାରିବ ।ଆପଣ ଜର୍ବେରା ମଞ୍ଜି କୁ ବ୍ୟବହାର କରି ଚାଷ କରିପାରିବେ । ଜର୍ବେରା ଫୁଲ ର ମଞ୍ଜି ପାଇଁ link…https://amzn.to/3n60kiM ଟିସୁ […]

ଜର୍ବେରା (Gerbera) ଫୁଲ ଚାଷ Read More »

କପା ଚାଷ

ଆମ ରାଜ୍ୟ ଓଡ଼ିଶାର କପା ଏକ ମୁଖ୍ୟ ତନ୍ତୁ ଜାତୀୟ ଫସଲ । ଖରିଫ୍ ଋତୁରେ ଜମିରେ ଏହି ଫସଲ ବ୍ୟବସାୟିକ ଭିତ୍ତିରେ ଚାଷ କରିଥାନ୍ତି । ଆମ ରାଜ୍ୟରେ ମୁଖ୍ୟତଃ ୪/୫ଟି ଜିଲ୍ଲାରେ କପାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରିଥାନ୍ତି କିନ୍ତୁ ଆମର ହାରାହାରି ଅମଳ ସର୍ବଭାରତୀୟ ସ୍ତରର ଅମଳ ଠାରୁ ବହୁତ କମ୍ ।କପା ଫସଲ ପାଇଁ ବିଶେଷ କରି ଉଷ୍ମ ଜଳବାୟୁ ଅତ୍ୟନ୍ତ ଅନୁକୂଳ । ସ୍ୱଳ୍ପ ବୃଷ୍ଟିପାତ ଏବଂ ୨୦-୪୦ ଡିଗ୍ରୀ

କପା ଚାଷ Read More »

ଗୁଡମାରୀ

ରୋପଣ ପଦ୍ଧତି କେଉଁ ସମୟରେ କଲେ ଠିକ ହେବ ଜାଣିବା……ଫେବୃୟାରିରୁ ଅପ୍ରେଲ ମାସ ମଧ୍ୟରେ ମଞ୍ଜି ସଂଗ୍ରହ କରାଯାଏ ।ଜୁନ ମାସରେ ସବୁ ବାଲିରେ ମଞ୍ଜି ମିଶାଜାଇ ପଲିଥିନ ମୁଣାରେ ଲଗାଯାଏ । ଏହା ପୂର୍ବରୁ ପଲିଥିନ ମୁଣାରେ ଉପଯୁକ୍ତ ପରିମାଣଆରଆର କମ୍ପୋଷ୍ଟ ଖତ , ବାଲି ଓ ମାଟି ମିଶାଜାଇ ଭର୍ତ୍ତି କରାଯାଏ । ସାତରୁ ଦଶଦିନ ମଧ୍ୟରେ ଶତକଡା ୪୦ ଭାଗ ମଞ୍ଜି ଗଜା ବାହାରେ ଅଗ୍ରସ୍ଥ ୧୫-୨୦ ସେମି ରେ ଡାଳ କଟାଜାଇ

ଗୁଡମାରୀ Read More »

ଗିଲୋଇ ର ଚାଷ ଓ ଔଷଧୀୟ ଗୁଣ

ଆୟୁର୍ବେଦୀୟ ଚିକିତ୍ସାରେ ଗୁଳୁଚୀ ବା ଗିଲୋଇର ବ୍ୟବହାର ବହୁ ପ୍ରାଚୀନକାଳରୁ ହୋଇଆସୁଛି। ବର୍ଷା ଆରମ୍ଭ ହେବା ପରେ ଚାରା ଲଗେଇଲେ ଗଛ ଭଲରେ ବଢିଥାଏ ।ଗୁଳୁଚୀ ଏକ ବହୁବର୍ଷୀୟ , ଚିକ୍କଣିଆ, ମାଂସାଳ ଲତାଜାତୀୟ ଉଦ୍ଭିଦ । କରୋନା ସମୟରେ ଏହାର ଉପଯୋଗୀ ବହୁତ ରହିଛି ।ଏହାର ଅନେକ ଔଷଧୀୟ ଗୁଣ ରହିଛି ।ଏହାର କାଣ୍ଡ ,ଚେର,ପତ୍ର କୁ ଔଷଧ ରୂପେ ବ୍ୟବହାର କରାଯାଏ।ଗୁଳୁଚୀ କଟୁ , ଉଷ୍ଣ ତ୍ରିଦୋଷଘ୍ନ ରସାୟନ, ବଲ୍ୟ, ଜ୍ଵରହାର , ଦୀପନ,

ଗିଲୋଇ ର ଚାଷ ଓ ଔଷଧୀୟ ଗୁଣ Read More »

ପିପ୍ପଳୀମୂଳା ଚାଷ

ପିପ୍ପଳି ମୂଳା ଏକ ଲତାଜାତୀୟ ଔଷଧୀୟ ବନସ୍ପତି ।ଭାରତର ଅନେକ ସ୍ଥାନରେ ପିପ୍ପଳି ମୂଳା ଚାଷ କରାଯାଏ। ବର୍ତ୍ତମାନ ଏହା ଓଡିଶା ରେ ବହୁଳ ପରିମାଣରେ ଚାଷ କରାଯାଉଛି ।ଏହାର ବହୁ ଔଷଧୀୟ ଗୁଣ ଯୋଗୁଁ ଆୟୁର୍ବେଦିକ ଔଷଧ ରେ ବହୁଳ ଭାବରେ ଉପଯୋଗ ହୁଏ ।ଆଉ ମଧ୍ୟ ମସଲା ପ୍ରସ୍ତୁତିରେ ବ୍ୟବହାର ହୁଏ। ପିପ୍ପଳିମୂଳା ର ଔଷଧିୟ ଗୁଣ ହେଲା – କଫ, ବାତ ଶାମକ, ଉତ୍ତେଜକ, ଅଗ୍ନିବର୍ଦ୍ଧକ , କୃମିନାଶକ ଓ ଦୁର୍ଗନ୍ଧନାଶକ ଅଟେ

ପିପ୍ପଳୀମୂଳା ଚାଷ Read More »

Language»
error: Content is protected !!