ଛତୁ ଚାଷ ର ଆବର୍ଜନାରୁ ଜିଆଖତ ବା ଭର୍ମୀ କମ୍ପୋଷ୍ଟ ପ୍ରସ୍ତୁତି

ପାଳଛତୁ ହେଉ ବା ଧିଙ୍ଗରିଛତୁ ପାଇଁ ବ୍ୟବହୃତ ନଡାଶଯ୍ୟା (bed) ଛତୁ ଚାଷ ଅନୁପଯୋଗୀ ହେଲା ପରେ ଏହାକୁ ନଷ୍ଟ ନକରି ଏଥିରୁ ଉତ୍କୃଷ୍ଠମାନର ଭର୍ମିକମୋଷ୍ଟ ବା ଜିଆଖତ ପ୍ରସ୍ତୁତି କରାଯାଇପାରେ । ଛତୁ ଚାଷୀମାନଙ୍କ ସୁବିଧାକୁ ଆଖି ଆଗରେ ରଖି ଏକ ସରଳ ଜିଆଖତ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଆସନ୍ତୁ ଜାଣିବା। ପ୍ରଥମେ ୧୨ ରୁ ୨୪ ଫୁଟ ଲମ୍ବ ଓ ୬ ଫୁଟ ଓସାରରେ ୨ ଫୁଟ ଗଭୀରତା ରଖି ଏକ ଖାତ ଖୋଳନ୍ତୁ […]

ଛତୁ ଚାଷ ର ଆବର୍ଜନାରୁ ଜିଆଖତ ବା ଭର୍ମୀ କମ୍ପୋଷ୍ଟ ପ୍ରସ୍ତୁତି Read More »

Safed Musli

Get the product: https://amzn.to/38YbE8p Plant Profile Family : Liliaceae Indian name : Musali (Sanskrit) Safed Musli(Hindi) Tiravanticam (Tamil) Dravanti (Kannada) Species : Chlorophytum borivilianum Sant. & Fernandez C. arundinaceum, C.tuberosum.C. malabaricum,. C. attenuatum, C. breviscapum Distribution : South Africa and India In India, it is mainly cultivated in Rajasthan, Gujarat and Madhya Pradesh. Presently, the

Safed Musli Read More »

ରସୁଣ ଚାଷ

ରସୁଣ ମସଲା ଜାତୀୟ ଫସଲ ଭିତରେ ପ୍ରଧାନ ସ୍ଥାନ ଅଧିକାର କରିଅଛି । ଏହା ଭାରତର ପ୍ରାୟ ସବୁ ପ୍ରଦେଶରେ ଚାଷ କରାଯାଇଥାଏ । ମସଲା ହିସାବରେ ଯଦିଓ ରସୁଣ ମୁଖ୍ୟତଃ ବ୍ୟବହାର ହୋଇଥାଏ, ତଥାପି ଅନେକ ପ୍ରକାରର ରୋଗର ଉପଶମ ପାଇଁ ମଧ୍ୟ ରସୁଣ ବ୍ୟବହାର କରା ଯାଇ ଥାଏ । ଡାକ୍ତ ରମାନଙ୍କ ମତରେ ରସୁଣର ଜୀର୍ଣ୍ଣ କରିବାର ଗୁଣ ରହିଅଛି । ମହୀଶୁରଠାରେ ଥିବା କେନ୍ଦ୍ରୀୟ ଖାଦ୍ୟ  ଗବେଷଣା କେନ୍ଦ୍ର, ରସୁଣର ବିଭିନ୍ନ

ରସୁଣ ଚାଷ Read More »

ଜର୍ବେରା (Gerbera) ଫୁଲ ଚାଷ

ଓଡିଶାରେ ଆକର୍ଷଣୀୟ ଫୁଲ ଭାବରେ ଜର୍ବେରା ର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ଫୁଲତୋଡ଼ା ଓ ସାଜସଜ୍ଜାରେ ଏହାର ବହୁଳ ବ୍ୟବହାର କରାଯାଉଛି । ବ୍ୟବସାୟିକ ଚାଷ ପାଇଁ ଖୋଲା ସ୍ଥାନ ଅପେକ୍ଷା “ଗ୍ରୀନ୍ ହାଉସ୍” ବା ସବୁଜ ଗୃହରେ ଉନ୍ନତ ପ୍ରଣାଳୀରେ ଜଣେ ଜର୍ବେରା ଚାଷ କରି ବେଶ୍ ଲାଭବାନ ହୋଇପାରିବ ।ଆପଣ ଜର୍ବେରା ମଞ୍ଜି କୁ ବ୍ୟବହାର କରି ଚାଷ କରିପାରିବେ । ଜର୍ବେରା ଫୁଲ ର ମଞ୍ଜି ପାଇଁ link…https://amzn.to/3n60kiM ଟିସୁ

ଜର୍ବେରା (Gerbera) ଫୁଲ ଚାଷ Read More »

କପା ଚାଷ

ଆମ ରାଜ୍ୟ ଓଡ଼ିଶାର କପା ଏକ ମୁଖ୍ୟ ତନ୍ତୁ ଜାତୀୟ ଫସଲ । ଖରିଫ୍ ଋତୁରେ ଜମିରେ ଏହି ଫସଲ ବ୍ୟବସାୟିକ ଭିତ୍ତିରେ ଚାଷ କରିଥାନ୍ତି । ଆମ ରାଜ୍ୟରେ ମୁଖ୍ୟତଃ ୪/୫ଟି ଜିଲ୍ଲାରେ କପାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରିଥାନ୍ତି କିନ୍ତୁ ଆମର ହାରାହାରି ଅମଳ ସର୍ବଭାରତୀୟ ସ୍ତରର ଅମଳ ଠାରୁ ବହୁତ କମ୍ ।କପା ଫସଲ ପାଇଁ ବିଶେଷ କରି ଉଷ୍ମ ଜଳବାୟୁ ଅତ୍ୟନ୍ତ ଅନୁକୂଳ । ସ୍ୱଳ୍ପ ବୃଷ୍ଟିପାତ ଏବଂ ୨୦-୪୦ ଡିଗ୍ରୀ

କପା ଚାଷ Read More »

Language»
error: Content is protected !!