ଔଷଧିୟ ଉଦ୍ଭିଦ ଚନ୍ଦ୍ରଶୂର ବା ହିମ୍ବଶାଗ (Common cress)

ଚନ୍ଦ୍ରଶୂର ବା ହିମ୍ବଶାଗ (Common cress)ଏକ ଔଷଧିୟ ଉଦ୍ଭିଦ….ଆମ ଦେଶର ଦେଶୀୟ ଚିକିତ୍ସା ପରମ୍ଫରାରେ ଚନ୍ଦ୍ରଶୂର ବା ହିମ୍ବଶାଗ ଅତି ପ୍ରାଚୀନ କାଳରୁ ବ୍ୟବହୃତ ହୋଇଆସୁଛି । ଏହା ବଳ ଓ ପୃଷ୍ଟିବର୍ଦ୍ଧକ ହେବା ସହ ଅନେକ ମାରାତ୍ମକ ରୋଗର ଚିକିତ୍ସାରେ ମଧ୍ୟ ଏହାକୁ ପ୍ରୟୋଗ କରାଯାଇଥାଏ । ଆୟୁର୍ବେଦ ଦ୍ରବ୍ୟଗୁଣ ଶାସ୍ତ୍ରରେ ଏହାକୁ ରସାୟନ , ବଳବର୍ଦ୍ଧକ , ଉତ୍ତେଜକ, ଦୁଗ୍ଧବର୍ଦ୍ଧକ, ଶୂଳହର ଏବଂ ବୀଜକର ଗୁଣ ଯୁକ୍ତ ଅଟେ । ଏହାର ବହୁମୁଖୀ ଔଷଧୀୟ […]

ଔଷଧିୟ ଉଦ୍ଭିଦ ଚନ୍ଦ୍ରଶୂର ବା ହିମ୍ବଶାଗ (Common cress) Read More »

ଗୋଲାପ ଫୁଲ ଗଛରେ ରୋଗ ପୋକ ନିୟନ୍ତ୍ରଣ

 ଫୁଲ ଗଛରେ ବିଭିନ୍ନ ପ୍ରକାର ପୋଷକ କୀଟ ମାନେ ଗଛ ପତ୍ରର ତଳ ଭାଗରେ ଅଥବା କାଣ୍ଡମାନଙ୍କରେ ମେଞ୍ଚା ମେଞ୍ଚା ହୋଇ ଲାଗିଥାନ୍ତି । ଏମାନେ ଗଛର ରସ ଶୋଷି ନଷ୍ଟ କରି ଗଛକୁ ରୁଗଣ କରିଦିଅନ୍ତି । ତେବେ ଏହି ରୋଗପୋକ ନିୟନ୍ତ୍ରଣ କରିବା ପାଇଁ ଜୈବିକ ଉପାୟ ରେ ଏବଂ ରାସାୟନିକ ଉପାୟ ପ୍ରୟୋଗ କରାଯାଏ। ଆସନ୍ତୁ ରୋଗ ପୋକ ନିୟନ୍ତ୍ରଣ ଉପରେ ଜାଣିବା… ରସାୟନିକ ଉପାୟରେ କୀଟ ନିୟନ୍ତ୍ରଣ ଯେଉଁମାନେ ବ୍ୟବସାୟିକ ଭିତ୍ତିରେ

ଗୋଲାପ ଫୁଲ ଗଛରେ ରୋଗ ପୋକ ନିୟନ୍ତ୍ରଣ Read More »

କମ୍ ସମୟରେ ଅଧିକ ଉତ୍ପାଦନ ‘ଜୟନ୍ତୀ ରୋହି’

କମ୍ ସମୟରେ ଅଧିକ ଉତ୍ପାଦନ । ସେଥିପାଇଁ ଚାଷୀଠୁ ଆରମ୍ଭ କରି ବୈଜ୍ଞାନିକଙ୍କ ପର୍ଯ୍ୟନ୍ତ ସମସ୍ତେ ଲାଗିଛନ୍ତି । ଅନ୍ୟ ଚାଷ ଅପେକ୍ଷା ଲାଭଦାୟକ ହୋଇପାରିଛି ସମଗ୍ର ଭାରତ ବର୍ଷରେ । ଭାରତ ବର୍ତ୍ତମାନ ମଧୁର ଜଳରୁ ବାର୍ଷିକ ୬ ମିଲିଅନ୍ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ କରୁଥିବା ବେଳେ ୨୦୨୫ ସୁଦ୍ଧା ଏହାକୁ ୧୨ ମିଲିଅନ୍ ମେଟ୍ରିକ୍ ଟନ୍‌ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଉଦ୍ଦେଶ୍ୟରେ ମଧୁର ଜଳରେ ବିଭିନ୍ନ ପଦ୍ଧତି ଗ୍ରହଣ କରି ମାଛ

କମ୍ ସମୟରେ ଅଧିକ ଉତ୍ପାଦନ ‘ଜୟନ୍ତୀ ରୋହି’ Read More »

ଧିଙ୍ଗରି ଛତୁ ଚାଷ

ଧିଙ୍ଗରି ଛତୁର ଆକୃତି ସମୁଦ୍ରର ଶାମୁକା ସଦୃଶ ହୋଇଥିବାରୁ ଏହାକୁ ଶାମୁକା ଛତୁ ମଧ୍ୟ କୁହାଯାଏ । ସାଧାରଣତଃ ନଭେମ୍ବର ଠାରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଏହି ଛତୁଚାଷ କରାଯାଇଥାଏ । ଧିଙ୍ଗରି ଛତୁଚାଷ ବିଭିନ୍ନ ଫସଲ ଯଥା ଧାନ, ମାଣ୍ଡିଆ, ମକା, ଅଳସି, ସୋରିଷ ଓ ଚିନାବାଦାମର ବର୍ଜ୍ୟବସ୍ତୁରେ ସଫଳ ଭାବେ କରାଯାଇଥାଏ । ଏହି ଛତୁରୁ ବିଭିନ୍ନ ସଂରକ୍ଷତ ଖାଦ୍ୟ ଯେପରିକି ଆଚାର ବଡ଼, ପାମ୍ପଡ଼, ସୁପ୍ ପାଉଡର, ସ୍କାସ ଓ ସସ୍

ଧିଙ୍ଗରି ଛତୁ ଚାଷ Read More »

How to Build the “Appropriate Rural Technology Institute” (ARTI) model Compact Biogas Digestor

Appropriate Rural Technology Institute (ARTI)2nd Floor Maninee Apartments, Survey No.13, Dhayarigaon / Pune / Maharashtra / 411 041 India Short Description Problem: Cooking fuel, waste disposal, inefficiency of traditional biogas cattle dung digesters Idea:A very efficient process of biomethanisation thanks to high calorie content of the waste used for the bacteriological digestion. The system is usable

How to Build the “Appropriate Rural Technology Institute” (ARTI) model Compact Biogas Digestor Read More »

Language»
error: Content is protected !!