ବିଲାତିବାଇଗଣ (Tomato) ର ତଳି ପ୍ରସ୍ତୁତି …

Previous Next ବିଲାତି ବାଇଗଣ ବା ଟମାଟୋ ରେ ପୁଷ୍ଟିସାର, ଶ୍ୱେତସାର ଛଡା କ୍ୟାଲସିଅମ, ମ୍ୟାଗ୍ନେସିଅମ, ଲୌହ, ଫସ୍‌ଫରସ୍ ଆଦି ଧାତବ ଲବଣ ମଧ୍ୟ ରହିଥାଏ । ଏଥିସହିତ ଭିଟାମିନ୍ ଏ, ବି, ସି ମଧ୍ୟ ବିଲାତିବାଇଗଣରେ ରହିଥାଏ। ବିଲାତିବାଇଗଣ ଏକ ଶୀତଦିନିଆ ଫସଲ । କିନ୍ତୁ ଆମର ପାହାଡ଼ିଆ ଅଞ୍ଚଳରେ ବର୍ଷାଦିନେ ମଧ୍ୟ ଏହା ଚାଷ କରାଯାଇପାରେ । ପୁରୀ, ଗଞ୍ଜାମ, ବାଲେଶ୍ୱର, କଟକ ପ୍ରଭୃତି ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷାଦିନେ ଲଗାଇଲେ ଏଥିରେ ଫୁଲ ଧରେ । […]

ବିଲାତିବାଇଗଣ (Tomato) ର ତଳି ପ୍ରସ୍ତୁତି … Read More »

ଭୂଇଁ ନିମ୍ବ (Andrograhis Paniculata )

ଭୁଇଁନିମ୍ବ ଭାରତୀୟ ଜଳବାୟୁ ରେ ପ୍ରାକୃତିକ ଭାବରେ ଦେଖାଯାଉଥିବା ଏକ ବହୁପୋଯୋଗୀ ଔଷଧୀୟ ଗୁଳ୍ମ । ଏହି ଗଛର ସମସ୍ତ ଅଂଶ ପିତା ଲାଗେ ଓ ସମସ୍ତ ଅଁଶ କୁ ଔଷଧିୟ ରୂପେ ବ୍ୟବହାର କରାଯାଏ, ସମସ୍ତ ଅଂଶରୁ ଆର୍ୟୁବେଦିକ ଔଷଧ ପ୍ରସ୍ତୁତ କରାଯାଏ। ଦେଶୀୟ ଚିକିତ୍ସାରେ ସାଧାରଣ ଲୋକମାନେ ବହୁ ପ୍ରାଚୀନ କାଳରୁ ବ୍ୟବହାର କରିଆସୁଛନ୍ତି । ଆଧୁନିକ ଚିକିତ୍ସାରେ ଯକୃତ ସମ୍ବନ୍ଧୀୟ ରୋଗର ଉପଚାର କ୍ଷେତ୍ରରେ ଏହାର ବହୁଳ ଉପଯୋଗୀତା ଦୃଷ୍ଟିରୁ ଏହାର ଚାହିଦା

ଭୂଇଁ ନିମ୍ବ (Andrograhis Paniculata ) Read More »

ଗ୍ଲାଡିଓଲସ୍ (Gladiolus) ଫୁଲ ଚାଷ

Previous Next ଗ୍ଳାଡିଓଲସ ନାମଟି ଲାଟିନ ଶବ୍ଦ ଗ୍ଲୋଡିୟସ ରୁ ଆସିଅଛି ଯାହାର ଅର୍ଥ ତଲୱାର ହୋଇଥାଏ l କାରଣ ଏହାର ପତ୍ରର ସ୍ୱରୂପ ଖଣ୍ଡା ଭଳି ହୋଇଥାଏ l ଏହାକୁ ଫୁଲମାନଙ୍କର ରାଣୀ ବୋଲି ମଧ୍ୟ କୁହାଯାଏ l ଓଡ଼ିଶାରେ ‘ଗ୍ଲଡିଓଲସ୍’ ଫୁଲର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଲଗାଯାଇଥବା ଫସଲରେ ଫୁଲ ଭଲ ହୁଏ । ବୁକେ, ଘରସାଜସଜା, ଉତ୍ସବଗୁଡିକରେ ଫୁଲର ବେଶ ଆଦର

ଗ୍ଲାଡିଓଲସ୍ (Gladiolus) ଫୁଲ ଚାଷ Read More »

ଜୈବିକ ସାର ନିଳହରିତ ଶୈବାଳ (Blue Green Algae)

ଆଜୋଲା ପରି ନୀଳହରିତ ଶୈବାଳ ଏକ ଶିଉଳି ଜାତୀୟ ପଦାର୍ଥ । ଏହା ଏକ ଉତ୍କୃଷ୍ଟ ଯବକ୍ଷାରଜାନ ସଂଯୋଗକାରୀ ଜୈବସାର । ଏହା ମାଟିରେ ଯବକ୍ଷାରଜାନ ସଂଯୋଗ କରିବା ସହିତ ମାଟିକୁ ଯଥେଷ୍ଟ ଜୈବିକ ପଦାର୍ଥ ଯୋଗାଇଥାଏ । ସାଧାରଣତଃ ଧାନ ଫସଲରେ ଏହାର ବ୍ୟବହାର କରାଯାଏ । ନୀଳହରିତ୍ ଶୈବାଳର ଉପକାରିତା: ନୀଳହରିତ ଶୈବାଳ ପ୍ରୟୋଗ କଲେ ଜମିକୁ ଯଥେଷ୍ଟ ଜୈବିକ ସାର ମିଳେ । ପ୍ରଦୂଷଣମୁକ୍ତ ଚାଷ ଫସଲର ଗୁଣାତ୍ମକ ମାନ ବୃଦ୍ଧି ତଥା ସ୍ୱଳ୍ପ

ଜୈବିକ ସାର ନିଳହରିତ ଶୈବାଳ (Blue Green Algae) Read More »

ଓଡ଼ିଶା ମାଟିର ବିଞ୍ଝାରପୁରୀ ଗାଈ

ଆମ ରାଜ୍ୟ ଓଡ଼ିଶାର ଆର୍ଥିକ ପ୍ରଗତିରେ ଗୋପାଳନର ଭୂମିକା ଅତୁଳନୀୟ । ଏହି ଗୋପାଳନ ଆଜି ର ଶିକ୍ଷିତ ଯୁବକ ଯୁବତୀ ଙ୍କ ପାଇଁ କର୍ମ ନିଯୁକ୍ତିର ଏକ ନୂତନ ସମ୍ଭାବନା ସୃଷ୍ଟି କରିଅଛି ଓଡ଼ିଶାର ଶତକଡ଼ା ୮୦ ଭାଗ ଚାଷୀ କ୍ଷୁଦ୍ର ଏବଂ ନାମମାତ୍ର। ସେମାନେ ଆଜିର ସମୟରେ ଚାଷପାଇଁ ଉପଲବ୍ଧ ଥିବା ଯାନ୍ତ୍ରିକ ଜ୍ଞାନ କୌଶଳ ଠାରୁ ବହୁ ଦୂରରେ। ବାଷୀଭାଇମାନେ ସିଧାସଳଖଭାବେ ଦେଶୀ ବଳଦମାନଙ୍କୁ ଜମିରେ ହଳ କରିବା ପାଇଁ ବ୍ୟବହାର କରିବା

ଓଡ଼ିଶା ମାଟିର ବିଞ୍ଝାରପୁରୀ ଗାଈ Read More »

Language»
error: Content is protected !!