ପୁଷ୍ଟି ବଗିଚାର ଅର୍ଥ ପନିପରିବା ବଗିଚା, ଯେଉଁଥିରେ ସ୍ଥାନୀୟ ଜଳବାଯୁ କୁ ସୁହେଇଲ ଭଳି ବିଭିନ୍ନ ପ୍ରକାର ପନି ପରିବା, ଶାଗ, ଫଳମୂଳ, ଇତ୍ୟାଦି ଚାଷ କରିବା, ଯାହାଦ୍ୱାରା ଭିଟାମିନ, ଖଣିଜ ଲବଣ, ଲୌହସାର, ଆଦିର ଅଭାବ କୁ ଦୂର କରାଯାଇପାରିବ।
ସହଜ ସରଲ ଭାବରେ ଗ୍ରାମାଞ୍ଚଳରେ ଏହାର ବ୍ୟବହାର କରି ପୁଷ୍ଟିହୀନତାକୁ ଦୂର କରାଯାଇପାରିବ।
AgriChat mobile app. A friend for Farmer student Businessman, NGOs, and experts. Please downloa from playstore and use it.
