ଗୁଡମାରୀ
ରୋପଣ ପଦ୍ଧତି କେଉଁ ସମୟରେ କଲେ ଠିକ ହେବ ଜାଣିବା……ଫେବୃୟାରିରୁ ଅପ୍ରେଲ ମାସ ମଧ୍ୟରେ ମଞ୍ଜି ସଂଗ୍ରହ କରାଯାଏ ।ଜୁନ ମାସରେ ସବୁ ବାଲିରେ ମଞ୍ଜି ମିଶାଜାଇ ପଲିଥିନ ମୁଣାରେ ଲଗାଯାଏ । ଏହା ପୂର୍ବରୁ ପଲିଥିନ ମୁଣାରେ ଉପଯୁକ୍ତ ପରିମାଣଆରଆର କମ୍ପୋଷ୍ଟ ଖତ , ବାଲି ଓ ମାଟି ମିଶାଜାଇ ଭର୍ତ୍ତି କରାଯାଏ । ସାତରୁ ଦଶଦିନ ମଧ୍ୟରେ ଶତକଡା ୪୦ ଭାଗ ମଞ୍ଜି ଗଜା ବାହାରେ ଅଗ୍ରସ୍ଥ ୧୫-୨୦ ସେମି ରେ ଡାଳ କଟାଜାଇ […]