Agriculture

ପୁଷ୍ଟି ବଗିଚା (Nutri Garden)

ପୁଷ୍ଟି ବଗିଚାର ଅର୍ଥ ପନିପରିବା ବଗିଚା, ଯେଉଁଥିରେ ସ୍ଥାନୀୟ ଜଳବାଯୁ କୁ ସୁହେଇଲ ଭଳି ବିଭିନ୍ନ ପ୍ରକାର ପନି ପରିବା, ଶାଗ, ଫଳମୂଳ, ଇତ୍ୟାଦି ଚାଷ କରିବା, ଯାହାଦ୍ୱାରା ଭିଟାମିନ, ଖଣିଜ ଲବଣ, ଲୌହସାର, ଆଦିର ଅଭାବ କୁ ଦୂର କରାଯାଇପାରିବ।  ସହଜ ସରଲ ଭାବରେ ଗ୍ରାମାଞ୍ଚଳରେ ଏହାର ବ୍ୟବହାର କରି ପୁଷ୍ଟିହୀନତାକୁ ଦୂର କରାଯାଇପାରିବ।  Powered By EmbedPress

ପୁଷ୍ଟି ବଗିଚା (Nutri Garden) Read More »

Application of Drones in Agriculture in India

India is primarily an agrarian economy. Agriculture remains the chief source of income for the majority of the rural households. India’s economy is also heavily dependent on the agricultural produce that constitutes a major portion of its exports as well. However, despite mounting importance of agriculture, the sector is still far behind in technological advancements.

Application of Drones in Agriculture in India Read More »

କୁଙ୍କୁମ (Bixa Orellana)

ବୈଜ୍ଞାନିକ ନାମ : ବିକ୍ସା ଓରେଲାନା (Bixa Orellana) ବଂଶ : ବିକ୍ସେସୀ ଆଞ୍ଚଳିକ ଭାଷାଗତ ନାମ : ଓଡିଆ : କୁଙ୍କୁମ ସଂସ୍କୃତ : ସିନ୍ଦୁରୀ , ବଙ୍ଗଳା : ଲଟକନ , ମରାଠୀ – ଶେନ୍ଦ୍ରୀ ହିନ୍ଦୀ – ସିନ୍ଦୂରିୟା ତେଲୁଗୁ/ ତାମିଲ – ଜାଫର ଇଂରାଜୀ – ଆନାଟୋ କୁଙ୍କୁମ ଏକ ପ୍ରା କୃତିକ ରଙ୍ଗ । ଏହି ରଙ୍ଗ କୁଙ୍କୁମ ଗଛ ମଞ୍ଜିରୁ ପ୍ରସ୍ତୃତ ହୋ ଇଥା ଏ । ବଜାରରେ ରଙ୍ଗ

କୁଙ୍କୁମ (Bixa Orellana) Read More »

ସୂର୍ଯ୍ୟମୁଖୀ ଚାଷ (Sunflower cultivation)

ଉପକ୍ରମ ପୂର୍ବେ ସୂର୍ଯ୍ୟମୁଖୀ ଉଦ୍ୟାନର ଶୋଭାବର୍ଦ୍ଧନ ପାଇଁ ଲଗାଯାଉଥିଲା । କିନ୍ତୁ ବର୍ତ୍ତମାନ ତୈଳବୀଜ ଫସଲ ହିସାବରେ ଭାରତ ବର୍ଷର ରାଜସ୍ଥାନ, ଗୁଜୁରାଟ, କର୍ଣ୍ଣାଟକ, ତାମିଲନାଡୁ, ହରିଆନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ ବିହାର ପ୍ରଭୃତି ପ୍ରଦେଶରେ ବହୁଳଭାବେ ଚାଷ ହେଉଛି । ଓଡିଶା ରେ ଅଳ୍ପ ଜମିରେ ସୂର୍ଯ୍ୟ ମିଖି ଚାଷ କରାଯାଉଛି । ଏଥିରେ ଶତକଡା ୪୫-୫୦ ଭାଗ ତୈଳ ଅଂଶ ଅଛି । ସୂର୍ଯ୍ୟ ମୁଖୀ କମ୍ ଦିନରେ ଅମଳ ହୁଏ ଓ ଆଲୋକ ଅସମ୍ବେଦୀ । ଏହି

ସୂର୍ଯ୍ୟମୁଖୀ ଚାଷ (Sunflower cultivation) Read More »

Language»
error: Content is protected !!