ମହୁମାଛି ପାଳନ (Apiculture)
ମହୁମାଛି ଚାଷ ର ସମ୍ପୂର୍ଣ ବିବରଣୀ ଜାଣିବା…… ମହୁମାଛି ମାନଙ୍କୁ ବିଲରେ କିମ୍ବା ଘରେ ବାକ୍ସରେ ପାଳନ କରାଯ଼ାଇ ପାରେ I ମହୁମାଛି ପାଳନ ପାଇଁ ଆବଶ୍ୟକୀୟ ଉପକରଣ ଫେଣା: ଏହା ଏକ ସାଧାରଣ ଲମ୍ବା ବାକ୍ସ ଯ଼ାହା ଉପରେ ଅନେକ ଛଡରେ ଢଙ୍କା ଯ଼ାଇଥାଏ. ବାକ୍ସର ଆକାର ଶହେ ସେମି ଲମ୍ବା, 45ସେମି ଚଉଡା ତଥା 25 ସେମି ଉଚ୍ଚତା ବିଶିଷ୍ଟ ହୋଇଥାଏ. ବାକ୍ସଟି 2 ସେମି ମୋଟା ହେବା ଆବଶ୍ୟକ ଓ ଏହାର […]
ମହୁମାଛି ପାଳନ (Apiculture) Read More »