କାଙ୍କଡ଼ ଚାଷ
ଶୀତଋତୁରେ ହେଉଥିବା ବିଭିନ୍ନ ପନିପରିବା ମଧ୍ୟରୁ ଲତାଜାତୀୟ ପନିପରିବା ଅନ୍ୟତମ।ଏହା ବର୍ଷାଋତୁ ପ୍ରାରମ୍ଭରୁ ଶୀତଋତୁ ଶେଷ ପର୍ଯ୍ୟନ୍ତ ୧୮୦ ଦିନ ମଧ୍ୟରେ ଚାଷ କରାଯାଏ ।ଏଥିରେ ଅଧିକ ପରିମାଣରେ ଶ୍ଵେତସାର, ଭିଟାମିନ୍-ଏ, ଭିଟାମିନ-ବି, ଭିଟାମିନସି ଓ ପୁଷ୍ଟିସାର ଥାଏ। କାଙ୍କଡ଼ ଚାଷ ପାଇଁ ଆଦ୍ର ଜଳବାୟୁ, ଉର୍ବର ଶୁଷ୍କ ମୃତ୍ତିକା ଏବଂ ସମତଳ ଗଡ଼ାଣିଆ ଭୂମି ଆବଶ୍ୟକ । ଗଛ ଲଗାଇବା ସମୟରେ ଅଧାଭାଗ ଯବକ୍ଷାରଜାନ ଏବଂ ପୂରାଭାଗ ଫସଫରସ ଓ ପଟାସ ଦିଆଯାଏ । […]