ଉଦ୍ୟାନ କୃଷି ଭିତ୍ତିକ କିଛି ସରକାରୀ ଯୋଜନା

ଓଡିଶା ସରକାର ତଥା ଭରତ ସରକାର ଦ୍ଵାରା ପ୍ରଯୋଜିତ କିଛି ଯୋଜନା ବିଷୟରେ ଏଠାରେ ବିବରଣୀ ଦିଅ ଯାଇଛି । ଏଠାରେ ନଡିଆ ଚାଷ, ପାନ ବରଜ, ଘରବାଡି ରେ ଫଳ ଚାଷ, PMKSY, ଇତ୍ୟାଦି ପାଇଁ ଥିବା ଯୋଜନା ମାନଙ୍କ ବିଷୟରେ ଆଲୋଚନା କରା ଯାଇଛି ।  ଆମ ରାଜ୍ୟର କୃଷକ ବନ୍ଧୁ ମାନେ ନିଜ ଆବଶ୍ୟକତା ଅନୁଯାୟୀ ଏହି ଯୋଜନା ରୁ ଲାଭ ନେଇ ପାରିବେ ।  କିନ୍ତୁ କିଛି ନିରଣୟ ନେବା ପୂର୍ବରୁ ନିକଟସ୍ଥ ଉଦ୍ୟାନ କୃଷି ବିଭାଗର ଅଧିକାରୀଙ୍କ ଠାରୁ ପରାମର୍ଶ ନେବାକୁ ଅନୁରୋଧ । 

ଆଉ ଅଧିକ ଜାଣିବାକୁ ଚାହୁଁ ଥିଲେ ତଳେ comment box ରେ ଲେଖି ଜଣାନ୍ତୁ । 

AgriChat mobile app. A friend for Farmer student Businessman, NGOs, and experts. Please downloa from playstore and use it.

2 thoughts on “ଉଦ୍ୟାନ କୃଷି ଭିତ୍ତିକ କିଛି ସରକାରୀ ଯୋଜନା”

Leave a Reply to OdishaKrushi Cancel Reply

Your email address will not be published. Required fields are marked *

Language»
error: Content is protected !!