ଉଦ୍ୟାନ କୃଷି ଭିତ୍ତିକ କିଛି ସରକାରୀ ଯୋଜନାHorticulture, Medicinal Plants, Schemes, ଉଦ୍ୟାନକୃଷି, ଔଷଧୀୟ ବୃକ୍ଷ, ଯୋଜନା ଓଡିଶା ସରକାର ତଥା ଭରତ ସରକାର ଦ୍ଵାରା ପ୍ରଯୋଜିତ କିଛି ଯୋଜନା ବିଷୟରେ ଏଠାରେ ବିବରଣୀ ଦିଅ ଯାଇଛି । ଏଠାରେ ନଡିଆ ଚାଷ, ପାନ ବରଜ, ଘରବାଡି ରେ ଫଳ ଚାଷ, PMKSY, ଇତ୍ୟାଦି ପାଇଁ ଥିବା ଯୋଜନା ମାନଙ୍କ ବିଷୟରେ ଆଲୋଚନା କରା ଯାଇଛି । ଆମ ରାଜ୍ୟର କୃଷକ ବନ୍ଧୁ ମାନେ ନିଜ ଆବଶ୍ୟକତା ଅନୁଯାୟୀ ଏହି ଯୋଜନା ରୁ ଲାଭ ନେଇ ପାରିବେ । କିନ୍ତୁ କିଛି ନିରଣୟ ନେବା ପୂର୍ବରୁ ନିକଟସ୍ଥ ଉଦ୍ୟାନ କୃଷି ବିଭାଗର ଅଧିକାରୀଙ୍କ ଠାରୁ ପରାମର୍ଶ ନେବାକୁ ଅନୁରୋଧ । ଆଉ ଅଧିକ ଜାଣିବାକୁ ଚାହୁଁ ଥିଲେ ତଳେ comment box ରେ ଲେଖି ଜଣାନ୍ତୁ । AgriChat mobile app. A friend for Farmer student Businessman, NGOs, and experts. Please downloa from playstore and use it.
Ameya Bikram MishraMishra 24/11/2021 at 2:22 pm Any scheme regarding vegetable cultivation and its subsidy. Reply
OdishaKrushi 25/11/2021 at 8:52 pm ଅଣ ମିଶନ ଜିଲ୍ଲା ରେ ପରିବା ଚାଷ ରେ ରିହାତି ଅଛି, ଏଇ post ଟି ପଢନ୍ତୁ https://odishakrushi.in/wp/horticulture-scheme-odisha/ Reply
Any scheme regarding vegetable cultivation and its subsidy.
ଅଣ ମିଶନ ଜିଲ୍ଲା ରେ ପରିବା ଚାଷ ରେ ରିହାତି ଅଛି, ଏଇ post ଟି ପଢନ୍ତୁ
https://odishakrushi.in/wp/horticulture-scheme-odisha/