ଓଡ଼ିଶା ମାଟିର ବିଞ୍ଝାରପୁରୀ ଗାଈ

ଆମ ରାଜ୍ୟ ଓଡ଼ିଶାର ଆର୍ଥିକ ପ୍ରଗତିରେ ଗୋପାଳନର ଭୂମିକା ଅତୁଳନୀୟ । ଏହି ଗୋପାଳନ ଆଜି ର ଶିକ୍ଷିତ ଯୁବକ ଯୁବତୀ ଙ୍କ ପାଇଁ କର୍ମ ନିଯୁକ୍ତିର ଏକ ନୂତନ ସମ୍ଭାବନା ସୃଷ୍ଟି କରିଅଛି ଓଡ଼ିଶାର ଶତକଡ଼ା ୮୦ ଭାଗ ଚାଷୀ କ୍ଷୁଦ୍ର ଏବଂ ନାମମାତ୍ର। ସେମାନେ ଆଜିର ସମୟରେ ଚାଷପାଇଁ ଉପଲବ୍ଧ ଥିବା ଯାନ୍ତ୍ରିକ ଜ୍ଞାନ କୌଶଳ ଠାରୁ ବହୁ ଦୂରରେ। ବାଷୀଭାଇମାନେ ସିଧାସଳଖଭାବେ ଦେଶୀ ବଳଦମାନଙ୍କୁ ଜମିରେ ହଳ କରିବା ପାଇଁ ବ୍ୟବହାର କରିବା […]

ଓଡ଼ିଶା ମାଟିର ବିଞ୍ଝାରପୁରୀ ଗାଈ Read More »