ଛତୁ ଚାଷ ର ଆବର୍ଜନାରୁ ଜିଆଖତ ବା ଭର୍ମୀ କମ୍ପୋଷ୍ଟ ପ୍ରସ୍ତୁତି
ପାଳଛତୁ ହେଉ ବା ଧିଙ୍ଗରିଛତୁ ପାଇଁ ବ୍ୟବହୃତ ନଡାଶଯ୍ୟା (bed) ଛତୁ ଚାଷ ଅନୁପଯୋଗୀ ହେଲା ପରେ ଏହାକୁ ନଷ୍ଟ ନକରି ଏଥିରୁ ଉତ୍କୃଷ୍ଠମାନର ଭର୍ମିକମୋଷ୍ଟ ବା ଜିଆଖତ ପ୍ରସ୍ତୁତି କରାଯାଇପାରେ । ଛତୁ ଚାଷୀମାନଙ୍କ ସୁବିଧାକୁ ଆଖି ଆଗରେ ରଖି ଏକ ସରଳ ଜିଆଖତ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଆସନ୍ତୁ ଜାଣିବା। ପ୍ରଥମେ ୧୨ ରୁ ୨୪ ଫୁଟ ଲମ୍ବ ଓ ୬ ଫୁଟ ଓସାରରେ ୨ ଫୁଟ ଗଭୀରତା ରଖି ଏକ ଖାତ ଖୋଳନ୍ତୁ […]
ଛତୁ ଚାଷ ର ଆବର୍ଜନାରୁ ଜିଆଖତ ବା ଭର୍ମୀ କମ୍ପୋଷ୍ଟ ପ୍ରସ୍ତୁତି Read More »