ସବଜୀ / ସିମଳା ଲଙ୍କା (Capsicum)
ଆମ ରାଜ୍ୟରେ ସବଜୀ ଲଙ୍କାର ଚାହିଦା ବଢୁଅଛି । ସହର ଅଞ୍ଚଳରେ ଓ ବଡ଼ ବଡ଼ ହୋଟେଲମାନଙ୍କରେ ଏହି ଲଙ୍କାରୁ ନାନା ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଉଅଛି । ଏହା ସୁସ୍ଵାଦୁ ଓ ରୁଚିକର । ସବଜୀ ଲଙ୍କାରେ ସାଧାରଣତଃ ଭିଟାମିନ୍ ଏ, ବି ଓ ସି ଯଥେଷ୍ଟ ପରିମାଣରେ ଥାଏ । ଏହା ବ୍ୟତୀତ ପ୍ରୋଟିନ୍ ଓ ଚୂନ ମଧ୍ୟ ରହି ଥାଏ । ଅନେକ ଚାଷୀ ସଜୀ ଲଙ୍କା ଚାଷ କରି ବେଶ୍ ଲାଭବାନ ହେଉଥିବାର […]
ସବଜୀ / ସିମଳା ଲଙ୍କା (Capsicum) Read More »

