ମୁଗ ଫସଲର ରୋଗ ନିୟନ୍ତ୍ରଣ
ମୁଗ ହେଉଛି ଆମ ରାଜ୍ୟର ପ୍ରମୁଖ ରବି ଫସଲ । ତେବେ ରୋଗ, ପୋକ ଆକ୍ରମଣ ଯୋଗୁ ମୁଗ, ଫସଲର ଉତ୍ପାଦନ ହ୍ରାସ ପାଇଥାଏ । ସାଧାରଣତଃ ଖରିଫ ଧାନ ଫସଲ କଟା ସରିବା ପରେ ଜମିର ବତରକୁ ଦେଖି ସେହି ଜମିରେ ମୁଗ, ବୁଣାଯାଇଥାଏ । ଆମ ରାଜ୍ୟରେ ଜଳସେଚନର ସୁବିଧା ଦେଖି ଖରାଟିଆ ମୁଗ ମଧ୍ୟ କରାଯାଏ । ସାମ୍ପ୍ରତିକ ପରିସ୍ଥିତିରେ ମୁଗ ଫସଲକୁ ମଧ୍ୟ ଅର୍ଥକରୀ ଫସଲ ଭାବେ ବିବେଚନା କରାଯାଏ । […]
ମୁଗ ଫସଲର ରୋଗ ନିୟନ୍ତ୍ରଣ Read More »


