Odisha Krushi

Vermi Compost (ଜିଆ ଖତ)

ଜୈବିକ ଚାଷ ପାଇଁ ଜିଆଖତ ଜୈବିକ ଚାଷ ଜିଆଖତ ପ୍ରସ୍ତୁତ ଜିଆଖତର ଲକ୍ଷଣ ଜିଆଖତ ପ୍ରସ୍ତୁତିରେ କେତେକ ସାବଧାନତା ଚାଷୀଙ୍କ ପାଇଁ କିଛି ଜାଣିବା କଥା   ଜୈବିକ ଚାଷ ଆମ ରାଜ୍ୟର ମୁଖ୍ୟ ଫସଲ ଧାନ ହୋଇଥିଲେ ମଧ୍ୟ ପରିବା ଓ ଅନ୍ୟାନ୍ୟ ଉଦ୍ୟାନ କୃଷିଭିତ୍ତିକ ଚାଷକୁ ଲୋକେ ପ୍ରାଧାନ୍ୟ ଦେଉଛନ୍ତି। ଏହି ଚାଷରୁ ଅଧିକ ଅମଳ ଆଶାରେ ଚାଷୀମାନେ ସଙ୍କର କିସମ ବିହନ ବ୍ୟବହାର ସାଙ୍ଗକୁ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରୁଛନ୍ତି।

Vermi Compost (ଜିଆ ଖତ) Read More »

Language»
error: Content is protected !!