ସୂର୍ଯ୍ୟମୁଖୀ ଚାଷ (Sunflower cultivation)

ଉପକ୍ରମ ପୂର୍ବେ ସୂର୍ଯ୍ୟମୁଖୀ ଉଦ୍ୟାନର ଶୋଭାବର୍ଦ୍ଧନ ପାଇଁ ଲଗାଯାଉଥିଲା । କିନ୍ତୁ ବର୍ତ୍ତମାନ ତୈଳବୀଜ ଫସଲ ହିସାବରେ ଭାରତ ବର୍ଷର ରାଜସ୍ଥାନ, ଗୁଜୁରାଟ, କର୍ଣ୍ଣାଟକ, ତାମିଲନାଡୁ, ହରିଆନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ ବିହାର ପ୍ରଭୃତି ପ୍ରଦେଶରେ ବହୁଳଭାବେ ଚାଷ ହେଉଛି । ଓଡିଶା ରେ ଅଳ୍ପ ଜମିରେ ସୂର୍ଯ୍ୟ ମିଖି ଚାଷ କରାଯାଉଛି । ଏଥିରେ ଶତକଡା ୪୫-୫୦ ଭାଗ ତୈଳ ଅଂଶ ଅଛି । ସୂର୍ଯ୍ୟ ମୁଖୀ କମ୍ ଦିନରେ ଅମଳ ହୁଏ ଓ ଆଲୋକ ଅସମ୍ବେଦୀ । ଏହି […]

ସୂର୍ଯ୍ୟମୁଖୀ ଚାଷ (Sunflower cultivation) Read More »

Agro- Service Center (ASC) under MKUY (ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜୋନା)

Govt. of Odisha is promoting different projects in agriculture and allied sector by providing subsidy under MKUY scheme (Scheme guideline). The scheme is monitored by APICOL. Establishment of Agri-Service Center is one of them. Basic details about the allowable machinery and modality is discussed here.            As per latest guideline , Agril

Agro- Service Center (ASC) under MKUY (ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜୋନା) Read More »

ମୁଗ ଫସଲର ରୋଗ ନିୟନ୍ତ୍ରଣ

ମୁଗ ହେଉଛି ଆମ ରାଜ୍ୟର ପ୍ରମୁଖ ରବି ଫସଲ । ତେବେ ରୋଗ, ପୋକ ଆକ୍ରମଣ ଯୋଗୁ ମୁଗ, ଫସଲର ଉତ୍ପାଦନ ହ୍ରାସ ପାଇଥାଏ । ସାଧାରଣତଃ ଖରିଫ ଧାନ ଫସଲ କଟା ସରିବା ପରେ ଜମିର ବତରକୁ ଦେଖି ସେହି ଜମିରେ ମୁଗ, ବୁଣାଯାଇଥାଏ । ଆମ ରାଜ୍ୟରେ ଜଳସେଚନର ସୁବିଧା ଦେଖି ଖରାଟିଆ ମୁଗ ମଧ୍ୟ କରାଯାଏ । ସାମ୍ପ୍ରତିକ ପରିସ୍ଥିତିରେ ମୁଗ ଫସଲକୁ ମଧ୍ୟ ଅର୍ଥକରୀ ଫସଲ ଭାବେ ବିବେଚନା କରାଯାଏ ।

ମୁଗ ଫସଲର ରୋଗ ନିୟନ୍ତ୍ରଣ Read More »

Language»
error: Content is protected !!