ବିଲାତିବାଇଗଣ (Tomato) ର ତଳି ପ୍ରସ୍ତୁତି …
Previous Next ବିଲାତି ବାଇଗଣ ବା ଟମାଟୋ ରେ ପୁଷ୍ଟିସାର, ଶ୍ୱେତସାର ଛଡା କ୍ୟାଲସିଅମ, ମ୍ୟାଗ୍ନେସିଅମ, ଲୌହ, ଫସ୍ଫରସ୍ ଆଦି ଧାତବ ଲବଣ ମଧ୍ୟ ରହିଥାଏ । ଏଥିସହିତ ଭିଟାମିନ୍ ଏ, ବି, ସି ମଧ୍ୟ ବିଲାତିବାଇଗଣରେ ରହିଥାଏ। ବିଲାତିବାଇଗଣ ଏକ ଶୀତଦିନିଆ ଫସଲ । କିନ୍ତୁ ଆମର ପାହାଡ଼ିଆ ଅଞ୍ଚଳରେ ବର୍ଷାଦିନେ ମଧ୍ୟ ଏହା ଚାଷ କରାଯାଇପାରେ । ପୁରୀ, ଗଞ୍ଜାମ, ବାଲେଶ୍ୱର, କଟକ ପ୍ରଭୃତି ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷାଦିନେ ଲଗାଇଲେ ଏଥିରେ ଫୁଲ ଧରେ । […]
ବିଲାତିବାଇଗଣ (Tomato) ର ତଳି ପ୍ରସ୍ତୁତି … Read More »