କମ୍ ସମୟରେ ଅଧିକ ଉତ୍ପାଦନ ‘ଜୟନ୍ତୀ ରୋହି’
କମ୍ ସମୟରେ ଅଧିକ ଉତ୍ପାଦନ । ସେଥିପାଇଁ ଚାଷୀଠୁ ଆରମ୍ଭ କରି ବୈଜ୍ଞାନିକଙ୍କ ପର୍ଯ୍ୟନ୍ତ ସମସ୍ତେ ଲାଗିଛନ୍ତି । ଅନ୍ୟ ଚାଷ ଅପେକ୍ଷା ଲାଭଦାୟକ ହୋଇପାରିଛି ସମଗ୍ର ଭାରତ ବର୍ଷରେ । ଭାରତ ବର୍ତ୍ତମାନ ମଧୁର ଜଳରୁ ବାର୍ଷିକ ୬ ମିଲିଅନ୍ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ କରୁଥିବା ବେଳେ ୨୦୨୫ ସୁଦ୍ଧା ଏହାକୁ ୧୨ ମିଲିଅନ୍ ମେଟ୍ରିକ୍ ଟନ୍ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଉଦ୍ଦେଶ୍ୟରେ ମଧୁର ଜଳରେ ବିଭିନ୍ନ ପଦ୍ଧତି ଗ୍ରହଣ କରି ମାଛ […]
କମ୍ ସମୟରେ ଅଧିକ ଉତ୍ପାଦନ ‘ଜୟନ୍ତୀ ରୋହି’ Read More »