Subsidy on interest on Agriculture loan (Govt. of Odisha
Powered By EmbedPress
Subsidy on interest on Agriculture loan (Govt. of Odisha Read More »
ଜୈବିକ ଚାଷ ପାଇଁ ଜିଆଖତ ଜୈବିକ ଚାଷ ଜିଆଖତ ପ୍ରସ୍ତୁତ ଜିଆଖତର ଲକ୍ଷଣ ଜିଆଖତ ପ୍ରସ୍ତୁତିରେ କେତେକ ସାବଧାନତା ଚାଷୀଙ୍କ ପାଇଁ କିଛି ଜାଣିବା କଥା ଜୈବିକ ଚାଷ ଆମ ରାଜ୍ୟର ମୁଖ୍ୟ ଫସଲ ଧାନ ହୋଇଥିଲେ ମଧ୍ୟ ପରିବା ଓ ଅନ୍ୟାନ୍ୟ ଉଦ୍ୟାନ କୃଷିଭିତ୍ତିକ ଚାଷକୁ ଲୋକେ ପ୍ରାଧାନ୍ୟ ଦେଉଛନ୍ତି। ଏହି ଚାଷରୁ ଅଧିକ ଅମଳ ଆଶାରେ ଚାଷୀମାନେ ସଙ୍କର କିସମ ବିହନ ବ୍ୟବହାର ସାଙ୍ଗକୁ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରୁଛନ୍ତି।
Vermi Compost (ଜିଆ ଖତ) Read More »
Thereare plenty of oil varieties available on the market for cooking under thecategory of refined and unrefined oils. But if we talk from a good healthperspective, only cold-pressed oil can give you good health along with taste. Goodquality oil contains properties like · low cholesterol, · high heating temperature, · nice fragrance, · plenty of nutrients, fatty acids.
Cold pressed oil – purchase HEALTH Read More »
ପୁଷ୍ଟି ବଗିଚାର ଅର୍ଥ ପନିପରିବା ବଗିଚା, ଯେଉଁଥିରେ ସ୍ଥାନୀୟ ଜଳବାଯୁ କୁ ସୁହେଇଲ ଭଳି ବିଭିନ୍ନ ପ୍ରକାର ପନି ପରିବା, ଶାଗ, ଫଳମୂଳ, ଇତ୍ୟାଦି ଚାଷ କରିବା, ଯାହାଦ୍ୱାରା ଭିଟାମିନ, ଖଣିଜ ଲବଣ, ଲୌହସାର, ଆଦିର ଅଭାବ କୁ ଦୂର କରାଯାଇପାରିବ। ସହଜ ସରଲ ଭାବରେ ଗ୍ରାମାଞ୍ଚଳରେ ଏହାର ବ୍ୟବହାର କରି ପୁଷ୍ଟିହୀନତାକୁ ଦୂର କରାଯାଇପାରିବ। Powered By EmbedPress
ପୁଷ୍ଟି ବଗିଚା (Nutri Garden) Read More »