କୃଷି

ଜୈବିକ ସାର ନିଳହରିତ ଶୈବାଳ (Blue Green Algae)

ଆଜୋଲା ପରି ନୀଳହରିତ ଶୈବାଳ ଏକ ଶିଉଳି ଜାତୀୟ ପଦାର୍ଥ । ଏହା ଏକ ଉତ୍କୃଷ୍ଟ ଯବକ୍ଷାରଜାନ ସଂଯୋଗକାରୀ ଜୈବସାର । ଏହା ମାଟିରେ ଯବକ୍ଷାରଜାନ ସଂଯୋଗ କରିବା ସହିତ ମାଟିକୁ ଯଥେଷ୍ଟ ଜୈବିକ ପଦାର୍ଥ ଯୋଗାଇଥାଏ । ସାଧାରଣତଃ ଧାନ ଫସଲରେ ଏହାର ବ୍ୟବହାର କରାଯାଏ । ନୀଳହରିତ୍ ଶୈବାଳର ଉପକାରିତା: ନୀଳହରିତ ଶୈବାଳ ପ୍ରୟୋଗ କଲେ ଜମିକୁ ଯଥେଷ୍ଟ ଜୈବିକ ସାର ମିଳେ । ପ୍ରଦୂଷଣମୁକ୍ତ ଚାଷ ଫସଲର ଗୁଣାତ୍ମକ ମାନ ବୃଦ୍ଧି ତଥା ସ୍ୱଳ୍ପ […]

ଜୈବିକ ସାର ନିଳହରିତ ଶୈବାଳ (Blue Green Algae) Read More »

ଛତୁ ଚାଷ ର ଆବର୍ଜନାରୁ ଜିଆଖତ ବା ଭର୍ମୀ କମ୍ପୋଷ୍ଟ ପ୍ରସ୍ତୁତି

ପାଳଛତୁ ହେଉ ବା ଧିଙ୍ଗରିଛତୁ ପାଇଁ ବ୍ୟବହୃତ ନଡାଶଯ୍ୟା (bed) ଛତୁ ଚାଷ ଅନୁପଯୋଗୀ ହେଲା ପରେ ଏହାକୁ ନଷ୍ଟ ନକରି ଏଥିରୁ ଉତ୍କୃଷ୍ଠମାନର ଭର୍ମିକମୋଷ୍ଟ ବା ଜିଆଖତ ପ୍ରସ୍ତୁତି କରାଯାଇପାରେ । ଛତୁ ଚାଷୀମାନଙ୍କ ସୁବିଧାକୁ ଆଖି ଆଗରେ ରଖି ଏକ ସରଳ ଜିଆଖତ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଆସନ୍ତୁ ଜାଣିବା। ପ୍ରଥମେ ୧୨ ରୁ ୨୪ ଫୁଟ ଲମ୍ବ ଓ ୬ ଫୁଟ ଓସାରରେ ୨ ଫୁଟ ଗଭୀରତା ରଖି ଏକ ଖାତ ଖୋଳନ୍ତୁ

ଛତୁ ଚାଷ ର ଆବର୍ଜନାରୁ ଜିଆଖତ ବା ଭର୍ମୀ କମ୍ପୋଷ୍ଟ ପ୍ରସ୍ତୁତି Read More »

Language»
error: Content is protected !!