ଡାଲିଜାତୀୟ ଶସ୍ୟ ର ସଂରକ୍ଷଣ ପାଇଁ ପାରମ୍ପରିକ ପଦ୍ଧତି ……
ଆମ ରାଜ୍ୟର ଚାଷୀମାନେ ଅମଳ ପରେ ଖାଦ୍ୟଶସ୍ୟ କୁ ଉପଯୁକ୍ତ ଭାବରେ ସଂରକ୍ଷଣ କରି ରଖିପାରିଲେ କୌଣସି କ୍ଷୟକ୍ଷତିକୁ କମ୍ ଖର୍ଚ୍ଚରେ ରୋକା ଯାଇ ପାରିବ। ଆସନ୍ତୁ ଜାଣିବା ଡାଲି ଜାତୀୟ ଶସ୍ୟକୁ କିପରି ସହଜ ରେ ଓ ଦେଶୀ ଉପାୟ ରେ ସାଇତି ରଖିପାରିବା- ନିମ୍ବ ମଞ୍ଜି — ୫୦୦ ଗ୍ରାମ ନିମ୍ବ ମଞ୍ଜି ଗୁଣ୍ଡକୁ ଏକ ଲିଟର ପାଣିରେ ମିଶାଇ ଭଲ ଭାବରେ ଘାଣ୍ଟନ୍ତୁ । ସେହି ଦ୍ରବଣକୁ ପ୍ରାୟ ୧୨ […]
ଡାଲିଜାତୀୟ ଶସ୍ୟ ର ସଂରକ୍ଷଣ ପାଇଁ ପାରମ୍ପରିକ ପଦ୍ଧତି …… Read More »