ଉଦ୍ୟାନକୃଷି

ଜୈବିକ ସାର ନିଳହରିତ ଶୈବାଳ (Blue Green Algae)

ଆଜୋଲା ପରି ନୀଳହରିତ ଶୈବାଳ ଏକ ଶିଉଳି ଜାତୀୟ ପଦାର୍ଥ । ଏହା ଏକ ଉତ୍କୃଷ୍ଟ ଯବକ୍ଷାରଜାନ ସଂଯୋଗକାରୀ ଜୈବସାର । ଏହା ମାଟିରେ ଯବକ୍ଷାରଜାନ ସଂଯୋଗ କରିବା ସହିତ ମାଟିକୁ ଯଥେଷ୍ଟ ଜୈବିକ ପଦାର୍ଥ ଯୋଗାଇଥାଏ । ସାଧାରଣତଃ ଧାନ ଫସଲରେ ଏହାର ବ୍ୟବହାର କରାଯାଏ । ନୀଳହରିତ୍ ଶୈବାଳର ଉପକାରିତା: ନୀଳହରିତ ଶୈବାଳ ପ୍ରୟୋଗ କଲେ ଜମିକୁ ଯଥେଷ୍ଟ ଜୈବିକ ସାର ମିଳେ । ପ୍ରଦୂଷଣମୁକ୍ତ ଚାଷ ଫସଲର ଗୁଣାତ୍ମକ ମାନ ବୃଦ୍ଧି ତଥା ସ୍ୱଳ୍ପ […]

ଜୈବିକ ସାର ନିଳହରିତ ଶୈବାଳ (Blue Green Algae) Read More »

ଗୋଲାପ ଫୁଲ ଗଛରେ ରୋଗ ପୋକ ନିୟନ୍ତ୍ରଣ

 ଫୁଲ ଗଛରେ ବିଭିନ୍ନ ପ୍ରକାର ପୋଷକ କୀଟ ମାନେ ଗଛ ପତ୍ରର ତଳ ଭାଗରେ ଅଥବା କାଣ୍ଡମାନଙ୍କରେ ମେଞ୍ଚା ମେଞ୍ଚା ହୋଇ ଲାଗିଥାନ୍ତି । ଏମାନେ ଗଛର ରସ ଶୋଷି ନଷ୍ଟ କରି ଗଛକୁ ରୁଗଣ କରିଦିଅନ୍ତି । ତେବେ ଏହି ରୋଗପୋକ ନିୟନ୍ତ୍ରଣ କରିବା ପାଇଁ ଜୈବିକ ଉପାୟ ରେ ଏବଂ ରାସାୟନିକ ଉପାୟ ପ୍ରୟୋଗ କରାଯାଏ। ଆସନ୍ତୁ ରୋଗ ପୋକ ନିୟନ୍ତ୍ରଣ ଉପରେ ଜାଣିବା… ରସାୟନିକ ଉପାୟରେ କୀଟ ନିୟନ୍ତ୍ରଣ ଯେଉଁମାନେ ବ୍ୟବସାୟିକ ଭିତ୍ତିରେ

ଗୋଲାପ ଫୁଲ ଗଛରେ ରୋଗ ପୋକ ନିୟନ୍ତ୍ରଣ Read More »

ଧିଙ୍ଗରି ଛତୁ ଚାଷ

ଧିଙ୍ଗରି ଛତୁର ଆକୃତି ସମୁଦ୍ରର ଶାମୁକା ସଦୃଶ ହୋଇଥିବାରୁ ଏହାକୁ ଶାମୁକା ଛତୁ ମଧ୍ୟ କୁହାଯାଏ । ସାଧାରଣତଃ ନଭେମ୍ବର ଠାରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଏହି ଛତୁଚାଷ କରାଯାଇଥାଏ । ଧିଙ୍ଗରି ଛତୁଚାଷ ବିଭିନ୍ନ ଫସଲ ଯଥା ଧାନ, ମାଣ୍ଡିଆ, ମକା, ଅଳସି, ସୋରିଷ ଓ ଚିନାବାଦାମର ବର୍ଜ୍ୟବସ୍ତୁରେ ସଫଳ ଭାବେ କରାଯାଇଥାଏ । ଏହି ଛତୁରୁ ବିଭିନ୍ନ ସଂରକ୍ଷତ ଖାଦ୍ୟ ଯେପରିକି ଆଚାର ବଡ଼, ପାମ୍ପଡ଼, ସୁପ୍ ପାଉଡର, ସ୍କାସ ଓ ସସ୍

ଧିଙ୍ଗରି ଛତୁ ଚାଷ Read More »

ଛତୁ ଚାଷ ର ଆବର୍ଜନାରୁ ଜିଆଖତ ବା ଭର୍ମୀ କମ୍ପୋଷ୍ଟ ପ୍ରସ୍ତୁତି

ପାଳଛତୁ ହେଉ ବା ଧିଙ୍ଗରିଛତୁ ପାଇଁ ବ୍ୟବହୃତ ନଡାଶଯ୍ୟା (bed) ଛତୁ ଚାଷ ଅନୁପଯୋଗୀ ହେଲା ପରେ ଏହାକୁ ନଷ୍ଟ ନକରି ଏଥିରୁ ଉତ୍କୃଷ୍ଠମାନର ଭର୍ମିକମୋଷ୍ଟ ବା ଜିଆଖତ ପ୍ରସ୍ତୁତି କରାଯାଇପାରେ । ଛତୁ ଚାଷୀମାନଙ୍କ ସୁବିଧାକୁ ଆଖି ଆଗରେ ରଖି ଏକ ସରଳ ଜିଆଖତ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଆସନ୍ତୁ ଜାଣିବା। ପ୍ରଥମେ ୧୨ ରୁ ୨୪ ଫୁଟ ଲମ୍ବ ଓ ୬ ଫୁଟ ଓସାରରେ ୨ ଫୁଟ ଗଭୀରତା ରଖି ଏକ ଖାତ ଖୋଳନ୍ତୁ

ଛତୁ ଚାଷ ର ଆବର୍ଜନାରୁ ଜିଆଖତ ବା ଭର୍ମୀ କମ୍ପୋଷ୍ଟ ପ୍ରସ୍ତୁତି Read More »

Language»
error: Content is protected !!