ଉଦ୍ୟାନକୃଷି

ସମୃଦ୍ଧି (ଭାଗ – 2)- କୃଷି ନୀତି ୨୦୨୦Odisha Agriculture Policy (Part-2)

ସମୃଦ୍ଧି (ଭାଗ – 1) ସମୃଦ୍ଧି (ଭାଗ – 3) Read Odisha Agriculture Policy in English (Click here) ପ୍ରମୁଖ କାର୍ଯ୍ୟକ୍ରମ କୃଷି ସାମଗ୍ରୀ, ତାହାର ଉତ୍ପାଦନ ଓ ବଜାର ସହିତ ସଂଯୁକ୍ତିକରଣ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ଧାନ ଉତ୍ପାଦନର ନିରନ୍ତର ବୃଦ୍ଧି ଏବଂ ଉଚ୍ଚ ମୂଲ୍ୟଯୁକ୍ତ କୃଷିର ବିବିଧିକରଣକୁ ପ୍ରାଧାନ୍ୟ ଦିଆଯାଇଛି । କୃଷି ସାଧନ ଯଥା : ଭୂମି, ଜଳ ଓ ମୃତ୍ତିକାର ଦକ୍ଷ ବ୍ୟବହାର ଏବଂ ପରିବେଶ […]

ସମୃଦ୍ଧି (ଭାଗ – 2)- କୃଷି ନୀତି ୨୦୨୦Odisha Agriculture Policy (Part-2) Read More »

ସମୃଦ୍ଧି (ଭାଗ – 1)- କୃଷି ନୀତି ୨୦୨୦Odisha Agriculture Policy (Part-1)

ସମୃଦ୍ଧି (ଭାଗ – 2) ସମୃଦ୍ଧି (ଭାଗ – 3) Read Odisha Agriculture Policy in English (Click here) ଉପକ୍ରମ ଓଡ଼ିଶା ବିଶେଷ ଭାବେ ଏକ ଗ୍ରାମୀଣ ଓ କୃଷି ଅର୍ଥନୀତି ଭିତ୍ତିକ ରାଜ୍ୟ । ଏହାର ଜନସଂଖ୍ୟାର ପାଖାପାଖି ଶତକଡା ୮୩ ଭାଗ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି ଓ ପ୍ରାୟ ଶତକଡା ୬୧.୮ ଭାଗ ଲୋକବଳ କୃଷି କ୍ଷେତ୍ରରେ ନିୟୋଜିତ ଥାଆନ୍ତି । ରାଜ୍ୟର ମୋଟ ଘରୋଇ ଉତ୍ପାଦକୁ ଏମାନଙ୍କର ଅବଦାନ

ସମୃଦ୍ଧି (ଭାଗ – 1)- କୃଷି ନୀତି ୨୦୨୦Odisha Agriculture Policy (Part-1) Read More »

ସବଜୀ / ସିମଳା ଲଙ୍କା (Capsicum)

ଆମ ରାଜ୍ୟରେ ସବଜୀ ଲଙ୍କାର ଚାହିଦା ବଢୁଅଛି । ସହର ଅଞ୍ଚଳରେ ଓ ବଡ଼ ବଡ଼ ହୋଟେଲମାନଙ୍କରେ ଏହି ଲଙ୍କାରୁ ନାନା ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଉଅଛି । ଏହା ସୁସ୍ଵାଦୁ ଓ ରୁଚିକର । ସବଜୀ ଲଙ୍କାରେ ସାଧାରଣତଃ ଭିଟାମିନ୍ ଏ, ବି ଓ ସି ଯଥେଷ୍ଟ ପରିମାଣରେ ଥାଏ । ଏହା ବ୍ୟତୀତ ପ୍ରୋଟିନ୍ ଓ ଚୂନ ମଧ୍ୟ ରହି ଥାଏ । ଅନେକ ଚାଷୀ ସଜୀ ଲଙ୍କା ଚାଷ କରି ବେଶ୍ ଲାଭବାନ ହେଉଥିବାର

ସବଜୀ / ସିମଳା ଲଙ୍କା (Capsicum) Read More »

ବିଲାତିବାଇଗଣ (Tomato) ର ତଳି ପ୍ରସ୍ତୁତି …

Previous Next ବିଲାତି ବାଇଗଣ ବା ଟମାଟୋ ରେ ପୁଷ୍ଟିସାର, ଶ୍ୱେତସାର ଛଡା କ୍ୟାଲସିଅମ, ମ୍ୟାଗ୍ନେସିଅମ, ଲୌହ, ଫସ୍‌ଫରସ୍ ଆଦି ଧାତବ ଲବଣ ମଧ୍ୟ ରହିଥାଏ । ଏଥିସହିତ ଭିଟାମିନ୍ ଏ, ବି, ସି ମଧ୍ୟ ବିଲାତିବାଇଗଣରେ ରହିଥାଏ। ବିଲାତିବାଇଗଣ ଏକ ଶୀତଦିନିଆ ଫସଲ । କିନ୍ତୁ ଆମର ପାହାଡ଼ିଆ ଅଞ୍ଚଳରେ ବର୍ଷାଦିନେ ମଧ୍ୟ ଏହା ଚାଷ କରାଯାଇପାରେ । ପୁରୀ, ଗଞ୍ଜାମ, ବାଲେଶ୍ୱର, କଟକ ପ୍ରଭୃତି ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷାଦିନେ ଲଗାଇଲେ ଏଥିରେ ଫୁଲ ଧରେ ।

ବିଲାତିବାଇଗଣ (Tomato) ର ତଳି ପ୍ରସ୍ତୁତି … Read More »

ଗ୍ଲାଡିଓଲସ୍ (Gladiolus) ଫୁଲ ଚାଷ

Previous Next ଗ୍ଳାଡିଓଲସ ନାମଟି ଲାଟିନ ଶବ୍ଦ ଗ୍ଲୋଡିୟସ ରୁ ଆସିଅଛି ଯାହାର ଅର୍ଥ ତଲୱାର ହୋଇଥାଏ l କାରଣ ଏହାର ପତ୍ରର ସ୍ୱରୂପ ଖଣ୍ଡା ଭଳି ହୋଇଥାଏ l ଏହାକୁ ଫୁଲମାନଙ୍କର ରାଣୀ ବୋଲି ମଧ୍ୟ କୁହାଯାଏ l ଓଡ଼ିଶାରେ ‘ଗ୍ଲଡିଓଲସ୍’ ଫୁଲର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଲଗାଯାଇଥବା ଫସଲରେ ଫୁଲ ଭଲ ହୁଏ । ବୁକେ, ଘରସାଜସଜା, ଉତ୍ସବଗୁଡିକରେ ଫୁଲର ବେଶ ଆଦର

ଗ୍ଲାଡିଓଲସ୍ (Gladiolus) ଫୁଲ ଚାଷ Read More »

Language»
error: Content is protected !!