ସର୍ବନିମ୍ନ ସହାୟକ ମୂଲ୍ୟ (MSP) ପାଇଁ ଧାନ ଓ ଚାଉଳ ର ଫେୟାର ହାରାହାରି ଗୁଣବତ୍ତା (FAQ)

ଭାରତ ସରକାରଙ୍କ ଦ୍ଵାରା ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ (୨୦୨୨-୨୩)

ଧାନ ଏବଂ ଚାଉଳର ସର୍ବନିମ୍ନ ସମର୍ଥନ ମୂଲ୍ୟ (MSP) ସେମାନଙ୍କ  ଫେୟାର ହାରାହାରି ଗୁଣବତ୍ତା (FAQ) ଦ୍ୱାରା ନିର୍ଣ୍ଣୟ କରାଯାଏ | ମଣ୍ଡିରେ ସେମାନଙ୍କ ଉତ୍ପାଦ ଗ୍ରହଣକୁ ନେଇ କୃଷକଙ୍କ ମଧ୍ୟରେ ସର୍ବଦା ସନ୍ଦେହ ଥାଏ | ଏହି ସନ୍ଦେହକୁ ସ୍ପଷ୍ଟ କରିବାକୁ, ଏଠାରେ FAQ ର ମାନଦଣ୍ଡ କଣ ସେ ବିଷୟ ରେ ଆଲୋଚନା କରାଯାଇଛି | ଉତ୍ପାଦ ର ମାନ ଜାଣିବା ପାଇଁ ବିଶ୍ଳେଷଣର ପ୍ରକ୍ରିୟା ମଧ୍ୟ ଏଠାରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ….. (Click here for its English version)

 

) ଧାନ

ଧାନ ର ପ୍ରକାର

Schedule-I [See Clause 2 q)]

କ୍ର ସଂଖ୍ୟା

ପ୍ରକାର

ବିବରଣୀ

ସାଧାରଣ

ଯେଉଁ ଧାନ ରୁ Schedule-II ଅନୁସାରେ ଛୋଟ ବା ଲମ୍ବା କିନ୍ତୁ ମୋଟା ଚାଉଳ ବାହାରୁ ଥିବ (ତଳେ ଆଲୋଚନା କରା ଯାଇଛି)

ଗ୍ରେଡ- A

ଯେଉଁ ଧାନ ରୁ Schedule-II ଅନୁସାରେ ମଧ୍ୟମ ଆକାର ର ସରୁ ଚାଉଳ ବାହାରୁ ଥିବ (ତଳେ ଆଲୋଚନା କରା ଯାଇଛି)

ସବୁ କିସମ ଧାନ ପାଇଁ କିଛି ନିର୍ଦ୍ଧିଷ୍ଟ ଗୁଣବତ୍ତା

SCHEDULE-III See clause 2(x)

ଧାନ ଶୁଖିଲା, ସଫା, ସମାନ ରଙ୍ଗ ଓ ଆକାର ର ହେଇଥିବ । ସେଥିରେ କିଛି ଅଖାଦ୍ୟ, ଦୁର୍ଗନ୍ଧ ଯୁକ୍ତ ପଦାର୍ଥ ମିଶି ନ ଥିବ । ଅନ୍ୟ କିଛି ଶସ୍ୟ ଯେମିତି ଖେସାରୀ ମିଶି ନ ଥିବ ।

ଧାନ ର FAQ ମାନ

କ୍ର ସଂଖ୍ୟା

ଅଂଶ

ସର୍ବାଧିକ (%)

ଅପମିଶ୍ରଣ

କ)    ଅଜୈବିକ

ଖ)    ଜୈବିକ

ଭଙ୍ଗା, ପୋକା, ବେରଙ୍ଗ, ଗଜା ଧାନ

୫*

ଅପରିପକ୍କ୍ଵ, ସଙ୍କୁଚିତ ଧାନ

ନିମ୍ନ ମାନ ର ମିଶ୍ରିତ ଧାନ

ଆର୍ଦ୍ରତା

୧୭

* କେବଳ ଭଙ୍ଗା, ପୋକା, ଓ ଗଜା ଧାନ ୪% ରୁ ଅଧିକ ହେବା ଅନୁଚିତ ।

N.B.

୧.୦% ଜୈବିକ ଅପମିଶ୍ରଣ ରୁ, ବିଷାକ୍ତ ମଞ୍ଜି ୦.୫% ରୁ କମ ରହିବା ଉଚିତ ଏବଂ ସେଥିରେ ଦୁଦୁରା ଓ ଅରଖ ମଞ୍ଜି ୦.୦୨୫% ଏବଂ ୦.୨% ରୁ କମ ରହିବା ଉଚିତ ।

 

) ଚାଉଳ

ଚାଉଳ ର ପ୍ରକାର

Schedule-II [See Clause 2 (t)]

କ୍ର ସଂଖ୍ୟା

ମାନ

ବିବରଣୀ

ସାଧାରଣ

ଚାଉଳ ର ଲମ୍ବ ଓ ମୋଟେଇ ର ଅନୁପାତ ୨.୫ରୁ କମ ହେଇଥିବ

ଗ୍ରେଡ- A

ଚାଉଳ ର ଲମ୍ବ ଓ ମୋଟେଇ ର ଅନୁପାତ ୨.୫ରୁ ଅଧିକ ହେଇଥିବ

ସାଧାରଣ ଓ ଗ୍ରେଡ- A କିସମ ଚାଉଳ ପାଇଁ କିଛି ନିର୍ଦ୍ଧିଷ୍ଟ ଗୁଣବତ୍ତା

Schedule IV See Clause 2(x)

ଧାନ ଶୁଖିଲା, ସଫା, ସମାନ ରଙ୍ଗ ଓ ଆକାର ର ହେଇଥିବ । ସେଥିରେ କିଛି ଅଖାଦ୍ୟ, ବିଷାକ୍ତ ଜିନିଷ ବା ଦୁର୍ଗନ୍ଧ ଯୁକ୍ତ ପଦାର୍ଥ ମିଶି ନ ଥିବ । କୃତ୍ରିମ ରଙ୍ଗ ବା ବାସ୍ନା ମିଶି ନ ଥିବ । ଅନ୍ୟ କିଛି ଶସ୍ୟ ଯେମିତି ଖେସାରୀ ମିଶି ନ ଥିବ । ଖାଇବାକୁ ସୁସ୍ଵାଦୁ ହେଇଥିବ ।  

ଗ୍ରାହଣଯୋଗ୍ୟ ଗୁଣବତ୍ତା

କ୍ର ସଂଖ୍ୟା

ଅଂଶ

ସର୍ବାଧିକ (%)

ଗ୍ରେଡ- A

ସାଧାରଣ

ଭଙ୍ଗା  *

  

ଅରୁଆ

୨୫

୨୫

ଉଷୁନା

୧୬

୧୬

ଅପମିଶ୍ରଣ **

  

ଅରୁଆ ଓ ଉଷୁନା

୦.୫

୦.୫

ଖରାପ ଆଂଶିକ ଖରାପ

  

ଅରୁଆ

ଉଷୁନା

ବେରଙ୍ଗ

  

ଅରୁଆ

ଉଷୁନା

ଅପରିପକ୍ଵ

  

ଅରୁଆ

ନାଲି ଚାଉଳ

  

ଅରୁଆ ଓ ଉଷୁନା

ନିମ୍ନ ମାନ ଚାଉଳ ର ମିଶ୍ରଣ

  

ଅରୁଆ ଓ ଉଷୁନା

—-

ଚାଉଳ ରେ ଧାନ (ସଂଖ୍ୟା ଭିତ୍ତିରେ)

  

ଅରୁଆ ଓ ଉଷୁନା

୧୩

୧୩

ଆର୍ଦ୍ରତା

  

ଅରୁଆ ଓ ଉଷୁନା

୧୪

୧୪

* ସବୁ ପ୍ରକାର ଭଙ୍ଗା କୁ ମିଶେଇ

** ଓଜନ ଭିତ୍ତିରେ, ଖଣିଜ ପଦାର୍ଥ ର ମାତ୍ରା ୦.୨୫% ରୁ କମ ହେଇଥିବ ଓ କୌଣଷି ଜୀବଜନ୍ତୁ ଙ୍କ ଅଂଶ ୦.୧୦% ରୁ କମ ହେଇଥିବ ।  

ଉଭୟ ଅରୁଆ ଓ ଉଷୁନା ଚାଉଳ କୁ ୧୫% ଆର୍ଦ୍ରତା ପର୍ଯନ୍ତ ଗ୍ରହଣ କରାଯାଇ ପାରିବ, କିନ୍ତୁ ୧୪% ରୁ ଅଧିକ ଆର୍ଦ୍ରତା ଥିବା ଚାଉଳ ର ସର୍ବନିମ୍ନ ସମର୍ଥନ ମୂଲ୍ୟ (MSP) ଆର୍ଦ୍ରତା ଅନୁପାତ ରେ କମ ରହିବ ।

 

ମାନ ବିଶ୍ଳେଷଣ ର ପ୍ରକ୍ରିୟା:-

ଚାଉଳ ର ମାନ ନିର୍ଧାରଣ ପାଇଁ ପ୍ରକ୍ରିୟା କିଛି ବୈଜ୍ଞାନିକ ବିଶ୍ଳେଷଣ ଦ୍ଵାରା କରା ଯାଇଥାଏ ଯାହା ଘରୋଇ ଉପାୟ ରେ କରିବା କଷ୍ଟକର।

 

ବିଶେଷ ଦ୍ରଷ୍ଟବ୍ୟ: ଆମେ ଏଠାରେ ସଠିକ୍ ଏବଂ ଅପଡେଟ୍ ଥ୍ୟ ପ୍ରଦାନ କରିବାକୁ ଯଥାସମ୍ଭବ ଚେଷ୍ଟା କରିଛୁ | ତଥାପି, ଆମେ ଏହାର ସତ୍ୟତା ଦାବି କରୁନାହୁଁ କିମ୍ବା ଏଥି ପାଇଁ ଦାୟୀ ରହିବୁ ନାହିଁ |

AgriChat mobile app. A friend for Farmer student Businessman, NGOs, and experts. Please downloa from playstore and use it.

Leave a Comment

Your email address will not be published. Required fields are marked *

Language»
error: Content is protected !!